ବିଶ୍ଵ ବିବାହ ଦିବସ

ଉଇକିପିଡ଼ିଆ ରୁ

ଫେବୃଆରୀ ମାସ ଦ୍ଵିତୀୟ ରବିବାର ଦିନ ବିଶ୍ଵ ବିବାହ ଦିବସ ପାଳନ କରାଯାଏ ୤[୧] ବିବାହକୁ ମର୍ଯ୍ୟାଦା ପ୍ରଦାନ କରିବାର ମହତ ଉଦ୍ଦେଶ୍ୟ ରଖି ପାଳନ କରାଯାଉଛି ବିଶ୍ଵ ବିବାହ ଦିବସ ୤ ସ୍ଵାମୀ ସ୍ତ୍ରୀ ହେଉଛନ୍ତି ପରିବାରର ମୁଖ୍ୟ ୤ ସେମାନଙ୍କଠାରୁ ହିଁ ଆରମ୍ଭ ହୁଏ ପାରିବାରିକ ଶୃଙ୍ଖଳା ୤ ପରିବାରରୁ ସମାଜ ପୁଣି ସମାଜରୁ ରାଷ୍ଟ୍ର ୤ ପରିବାରର ମୁଖ୍ୟ ଭାବେ ସ୍ଵାମୀ ସ୍ତ୍ରୀଙ୍କୁ ସମ୍ମାନ ଦେବା ଅର୍ଥ ଏକ ମମୃଦ୍ଧ ରାଷ୍ଟ୍ରର ପହିଲି ସର୍ଜନାକୁ ମମ୍ମାନିତ କରିବା ୤ ବିଶ୍ଵ ବିବାହ ଦିବସର ସ୍ଲୋଗାନ ହେଉଛି ‘ଜଣେ ଜଣକୁ ଭଲପାଇବା’ ୤ ଏହି ସ୍ଲୋଗାନର ଅବତାରଣା ବିଶ୍ଵ ଶୃଙ୍ଖଳା ପାଇଁ ଉଦ୍ଦିଷ୍ଟ ୤ ପରସ୍ପର ପ୍ରତି ପ୍ରେମରେ ଅନୁବନ୍ଧିତ ହେବା ଦ୍ଵାରା ହିଁ ଜୀବନର ବାସ୍ତବ ଦିଗକୁ ଆଲୋକିତ କରିହୁଏ ୤

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]