ବିଶ୍ଵ ତମାଖୁହୀନ ଦିବସ

ଉଇକିପିଡ଼ିଆ ରୁ
ପାଉଁଶ ଦାନୀରେ ସତେଜ ଫୁଲ ବିଶ୍ଵ ତମାଖୁହୀନ ଦିବସର ସଂକେତ

ବିଶ୍ଵ ତମାଖୁହୀନ ଦିବସ ପ୍ରତିବର୍ଷ ୩୧ ମେରେ ପୃଥିବୀ ସାରା ପାଳନ କରାଯାଇଥାଏ । ଏହା ୨୪ ଘଣ୍ଟା ଧରି ପୃଥିବୀରେ ତମାଖୁର ବ୍ୟବହାରକୁ ପୁରାପୁରି ବନ୍ଦ କରିବା ଲକ୍ଷରେ କରାଯାଇଥାଏ । ଏହା ଆହୁରି ମଧ୍ୟ ସ୍ଵାସ୍ଥ୍ୟ ଉପରେ ବିଶ୍ଵରେ ତମାଖୁର ଖରାପ ପ୍ରଭାବ ଉପରେ ଜନସଚେତନତା ତିଆରି କରିବାକୁ ପାଳନ କରାଯାଇଥାଏ ଯାହା ଏବେ ପୃଥିବୀରେ ବାର୍ଷିକ ୫୪ ଲକ୍ଷ ମରଣର କାରଣ ସାଜିଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ୧୯୮୭ରେ ବିଶ୍ଵ ତମାଖୁହୀନ ଦିବସ ପ୍ରଥମକରି ଆରମ୍ଭ କରିଥିଲେ । ଗତ ୨୦ ବର୍ଷ ଧରି, ଏହି ଦିବସ ସରକାର, ସାମାଜିକ ସ୍ଵାସ୍ଥ୍ୟ ସଙ୍ଗଠନ, ଧୂମପାନକାରୀ, ତମାଖୁ ଚାଷୀ ଓ କାରଖାନାମାନେ ଏହି ଦିବସ ସପକ୍ଷ ଓ ବିପକ୍ଷରେ ମତ ଦେଇଛନ୍ତି ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଓ ବିଶ୍ଵ ତମାଖୁହୀନ ଦିବସ

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଦ୍ଵାରା ପାଳନ କରାଯାଉଥିବା ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ, ବିଶ୍ଵ ଏଡ୍ସ ଦିବସବିଶ୍ଵ ରକ୍ତଦାନକାରୀ ଦିବସ ଆଦିସ୍ଵାସ୍ଥ୍ୟ ସଚେତନତା ଦିବସ ମାନଙ୍କ ମଧ୍ୟରୁ ବିଶ୍ଵ ତମାଖୁହୀନ ଦିବସ ଅନ୍ୟତମ ।

[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା