ବିଶ୍ଵକପ କ୍ରିକେଟ

ଉଇକିପିଡ଼ିଆ ରୁ
ବିଶ୍ଵକପ କ୍ରିକେଟ
ପ୍ରଶାସକ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ
ପ୍ରଣାଳୀ ଆନ୍ତର୍ଜାତୀୟ ଏକଦିବଶୀୟ
ପ୍ରଥମ ଟୁର୍ଣ୍ଣାମେଣ୍ଟ ୧୯୭୫, ଇଂଲଣ୍ଡ
ଶେଷ ଟୁର୍ଣ୍ଣାମେଣ୍ଟ ୨୦୧୧, ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କା
ପର ଟୁର୍ଣ୍ଣାମେଣ୍ଟ ୨୦୧୫, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ
ଦଳ ସଂଖ୍ୟା 19
ଏବେକାର ଚାମ୍ପିଅନ  ଭାରତ (ଦ୍ଵିତୀୟ ଥର)
ସଫଳତମ  ଅଷ୍ଟ୍ରେଲିଆ (ଚତୁର୍ଥ ଥର)
ଅଧିକ ରନ <!‌--Most runs--> ଭାରତ ସଚିନ ତେନ୍ଦୁଲକର (୩୨୭୯)
ଅଧିକ ଉଇକେଟ ଅଷ୍ଟ୍ରେଲିଆ ଗ୍ଲେନ ମ୍ୟାଗ୍ରାଥ (୭୯)

୧୯୭୫ ଜୁନ ୭ ରେ ଇଂଲଣ୍ଡରେ ଆରମ୍ଭ ହେଇଥିଲା ପୁରୁଷ ବିଶ୍ଵକପ କ୍ରିକେଟ । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏହି ଖେଳର ଆୟୋଜନ କରିଥିଲା । ପ୍ରତିଚାରି ବର୍ଷରେ ଏହି ମ୍ୟାଚ ଅନୁଷ୍ଠିତ ହେଇଥିଲା ପ୍ରଥମେ ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଏବଂ ତା'ପରେ ଚୁଡାନ୍ତ ମ୍ୟାଚ । ଏହାଥିଲା ବିଶ୍ଵର ଚତୁର୍ଥ ସର୍ବ ବୃହତ ତଥା ଚତୁର୍ଥ ସର୍ବାଧିକ ଦର୍ଶକ ଦେଖୁଥିବା କ୍ରୀଡା ପ୍ରତିଯୋଗିତା । ତେବେ ମହିଳାଙ୍କ ପାଇଁ ପୃଥକ ବିଶ୍ଵକପ ପ୍ରତିଯୋଗିତା କରାଯାଇଥିଲା । ଏହା ମଧ୍ୟ ପ୍ରତି ଚାରିବର୍ଷରେ ହେଉଅଛି । ବିଶ୍ଵକପ କ୍ରିକେଟ ପ୍ରତିଯୋଗିତାରେ ଉଭୟ ଦିନିକିଆ ଓ ଟେଷ୍ଟ ମ୍ୟାଚ ଖେଳୁଥିବା ୧୦ଟି ଦଳ ଅଂଶଗ୍ରହଣ କରନ୍ତି । ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୪ଥର, ଭାରତ ଓ ୱଷ୍ଟଇଣ୍ଡିଜ୨ଥର ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]