CAPTCHA ସହଯୋଗ

ଏହି ଉଇକି ପରି ଜନସାଧାରଣଙ୍କ ଠାରୁ ଲେଖା ଗ୍ରହଣ କରୁଥିବା ସାଇଟ ସବୁରେ ବହୁବାର ସ୍ପାମମାନେ ଆପେଆପେ ନିଜ ନିଜର ଉପକରଣ ମାଧ୍ୟମରେ ଅଦରକାରୀ ଲିଙ୍କମାନ ଦେଇଥାନ୍ତି । ଯଦିଓ ସ୍ପାମ ଲିଙ୍କ ସବୁ ହଟାଇଦିଆଯାଇ ପାରିବ ସେସବୁ ବହୁ ଅସୁବିଧା ତିଆରି କରିଥାଏ ।

ବେଳେବେଳେ, ବିଶେଷ କରି ଏକ ପୃଷ୍ଠାରେ ନୂଆ ୱେବ ଲିଙ୍କ ଦେଲାବେଳେ ଉଇକିଟି ଆପଣଙ୍କୁ ଏକ ରଙ୍ଗିନ ବା ଭଙ୍ଗାରୁଜା ଲେଖା ଦେଖାଇ ଆପଣଙ୍କୁ ତାହାକୁ ଟାଇପ କରିବାକୁ କହିଥାଏ । ଯେହେତୁ ଏହି କାମକୁ ମଣିଷ ବିନା ଆପେଆପେ କରିବା ସମ୍ଭବପର ନୁହେଁ, ଏହି ବାସ୍ତବ ମଣିଷମାନଙ୍କୁ ଲେଖିବାରେ ସହଯୋଗ କରିଥାଏ ଓ ସ୍ପାମର ଓ ବାକି ରୋବଟ ଆକ୍ରମଣକୁ ପ୍ରତିହତ କରିପାରେ ।

ଅପରାପକ୍ଷେ ଏହା ସୀମିତ ଦୃଷ୍ଟିଥିବା ବା ଲେଖା କିମ୍ବା କଥା କୁହ ବ୍ରାଉଜର ବ୍ୟବହାର କରୁଥିବା ସଭ୍ୟମାନଙ୍କୁ ଅସୁବିଧାରେ ପକାଇଥାଏ । ଅଧୁନା ଏଠାରେ ଧ୍ୱନିଚଳିତ ବିକଳ୍ପଟିଏ ଦେଇନାହୁଁ । ଆପଣଙ୍କୁ ଉପଯୁକ୍ତ ଲେଖା ଦେବାରେ ସହଯୋଗ କରିବା ନିମନ୍ତେ ଦୟାକରି ସାଇଟ ପରିଛାମାନଙ୍କୁ ଯୋହଗାଯୋଗ କରନ୍ତୁ ।

ଆପଣଙ୍କ ବ୍ରାଉଜରରେ ଥିବା 'back' ଚିପି ପୃଷ୍ଠା ସମ୍ପାଦକକୁ ଲେଉଟିଯାନ୍ତୁ ।

"https://or.wikipedia.org/wiki/ବିଶେଷ:Captcha"ରୁ ଅଣାଯାଇଅଛି