ବିଜୁ ପଟ୍ଟନାୟକ ବିମାନ ବନ୍ଦର
ଉଇକିପିଡ଼ିଆ ରୁ
| ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭୁବନେଶ୍ଵର ବିମାନ ବନ୍ଦର |
|||
|---|---|---|---|
| IATA: BBI – ICAO: VEBS
|
|||
| ସାରକଥା | |||
| ବିମାନ ବନ୍ଦର ପ୍ରକାର | ସର୍ବସାଧାରଣ | ||
| ପରିଚାଳକ | ଏଆରପୋର୍ଟସ ଅଥରିଟି ଅଫ ଇଣ୍ଡିଆ | ||
| ସେବା | ଭୁବନେଶ୍ଵର, ଓଡ଼ିଶା | ||
| ଉଚ୍ଚତା (ସମୁଦ୍ର ଠାରୁ) | ୧୩୮ ft / ୪୨ m | ||
| ଦିଗବାରେଣି | 20°14′40″N 085°49′04″E / 20.24444°N 85.81778°E | ||
| ରନବେ | |||
| ଦିଗ | ଲମ୍ବ | ଭୂମି | |
| ft | m | ||
| ୦୫/୨୩ | ୪୫,୨୪ | ୧,୩୭୯ | Asphalt |
| ୧୪/୩୨ | ୯,୦୦୦ | ୨,୭୪୩ | Asphalt |
ବିଜୁ ପଟ୍ଟନାୟକ ବିମାନ ବନ୍ଦର (IATA: BBI, ICAO: VEBS), ( ଭୁବନେଶ୍ଵର ବିମାନ ବନ୍ଦର ନାଆଁରେ ମଧ୍ୟ ଜଣାଶୁଣା), ଭାରତର ଓଡ଼ିଶାରେ ଭୁବନେଶ୍ଵର ନଗରରେ ଅବସ୍ଥିତ । ଏହା ଓଡ଼ିଶାର ପ୍ରମୁଖ ଓ ଏକମାତ୍ର ବିମାନ ବନ୍ଦର । ପ୍ରଖ୍ୟାତ ନେତା, ସ୍ଵାଧିନତା ସଂଗ୍ରାମୀ ଓ ବିମାନ ଚାଳକ ବିଜୁ ପଟ୍ଟନାୟକଙ୍କ ନାଆଁ ଅନୁସାରେ ଏହାର ନାଆଁ ରଖାଯାଇଛି ।
ବିମାନ ସେବା ଓ ଗନ୍ତବ୍ୟ ସ୍ଥଳ [ସମ୍ପାଦନା]
| ବିମାନ ସେବା | ଗନ୍ତବ୍ୟ |
|---|---|
| ଏଆର ଇଣ୍ଡିଆ | ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ,କଲିକତା,ପୋର୍ଟ ବ୍ଲେୟର |
| ଇଣ୍ଡିଗୋ | ବେଙ୍ଗାଳୁରୁ, ଦିଲ୍ଲୀ, ହାଇଦରାବାଦ, ମୁମ୍ବାଇ,ଚେନ୍ନାଇ, |
| ଜେଟ ଏଆରବେଜ | ବେଙ୍ଗାଳୁରୁ, ଦିଲ୍ଲୀ, ହାଇଦରାବାଦ, ମୁମ୍ବାଇ,କଲିକତା, |
,
ବିଜୁ ପଟ୍ଟନାୟକ ବିମାନ ବନ୍ଦର ଚେକ୍ଇନ୍ ଏରିଆ
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
- ଏଆରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବେବ ସାଇଟରେ ବିଜୁ ପଟ୍ଟନାୟକ ବିମାନବନ୍ଦର
- VEBS ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)