ବାହାଡ଼ା

ଉଇକିପିଡ଼ିଆ ରୁ
ବାହାଡ଼ା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
Division: Magnoliophyta
Class: Magnoliopsida
Order: Myrtales
Family: Combretaceae
Genus: Terminalia
Species: T. bellirica
ବାଇନୋମିଆଲ ନାଆଁ
Terminalia bellirica
(Gaertn.) Roxb.

ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ହରିଡା ପରି ଦିଶିଲେ ମଧ୍ୟ ଏହା ଶିରାଯୁକ୍ତ ହୋଇ ନଥାଏ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଶାସ୍ତ୍ରୋକ୍ତ ଗୁଣ

ଏହା କଷାୟ ରସ, କାଶଘ୍ନ ଓ କେଶ ଉପକାରକ। ନେତ୍ରରୋଗ, କୃମି, କଣ୍ଡୁ, କୁଷ୍ଠ ଓ ଦନ୍ତରୋଗ ଆଦି ନାନା ପ୍ରକାର ରୋଗ ବିନାଶକ ଅଟେ।

[ଏହାକୁ ବଦଳାନ୍ତୁ] ଅନ୍ୟାନ୍ୟ ଭାଷାରେ ନାମ

ଓଡ଼ିଆରେ ବାହାଡ଼ା,
ବଙ୍ଗଳାରେ ବହେଡା,
ହିଂଦିରେ ବହେଡା,ବହେଡୋ, ଡେରା, ତିନାସ
ତେଲୁଗୁରେ ତାଁଡେଚେଟ୍ଟୁ, ଗୁମ୍ମକୋଚେଟ୍ଟୁ,
ସଂସ୍କୃତରେ ବିଭୀତକ, ଭୁତାବାସ, ଅକ୍ଷ, କଳିଦ୍ରୁମ, କର୍ଶଫଳ ଓ କଳିଯୁଗାଳୟ କୁହାଯାଏ।

[ଏହାକୁ ବଦଳାନ୍ତୁ] ବ୍ୟବହାର

ହରିଡ଼ା ପରି ଏହାକୁ ବ୍ୟବହାର କରାଯାଏ। ଏହାର ମଂଜିକୁ ବାହାର କରି ଏହାର ଔଷଧିୟ ବ୍ୟବହାର କରାଯାଏ।

ତ୍ରିଫଳାରେ ବ୍ୟବହୃତ ତିନୋଟି ଔଷଧି ଭିତରୁ ଏହା ଗୋଟିଏ।

[ଏହାକୁ ବଦଳାନ୍ତୁ] ବାହାର ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା