ବଲାଙ୍ଗୀର (ଲୋକସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ

'ବଲାଙ୍ଗୀର' ଓଡ଼ିଶାର ଏକ ଲୋକସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ବୀରମହାରାଜପୁର
  2. ସୋନପୁର
  3. ଲୋଇସିଂହା
  4. ପାଟନାଗଡ଼
  5. ବଲାଙ୍ଗୀର
  6. ଟିଟଲାଗଡ଼
  7. କଣ୍ଟାବାଞ୍ଝି

ସାଂସଦ[ସମ୍ପାଦନା]

  • କଳିକେଶ ନାରାୟଣ ସିଂଦେଓ (ବିଜୁ ଜନତା ଦଳ)

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]