ବର୍ଷା ମାଇଁ ଡାର୍ଲିଙ୍ଗ୍

ଉଇକିପିଡ଼ିଆ‌ରୁ
(ବର୍ଷା ମୋ ଡାର୍ଲିଙ୍ଗରୁ ଲେଉଟି ଆସିଛି)
ବର୍ଷା ମାଇଁ ଡାର୍ଲିଙ୍ଗ
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକବସନ୍ତ ନାୟକ
ସଂଳାପ(ସଂଳାପ): ବିଜୟ ମିଶ୍ର
କାହାଣୀବସନ୍ତ ନାୟକ
କଳାକାରଅନୁଭବ ମହାନ୍ତି, ଅଙ୍କିତା ବାନାର୍ଜୀ, ହର ପଟ୍ଟନାୟକ, ଜୟୀରାମ ସାମଲ
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୨୦୦୪
ଦେଶ ଭାରତ
ଭାଷାଓଡ଼ିଆ

ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆଚଳଚ୍ଚିତ୍ର ବର୍ଷା ମାଇଁ ଡାର୍ଲିଙ୍ଗ[୧][୨] ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୩]

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ବର୍ଷା ମାଇଁ ଡାର୍ଲିଙ୍ଗ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ବର୍ଷା ମାଇଁ ଡାର୍ଲିଙ୍ଗ’ରେ, ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ୤ ‘ବର୍ଷା ମାଇଁ ଡାର୍ଲିଙ୍ଗ’ର ଗୀତଗୁଡ଼ିକରେ କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି, ତୃପ୍ତି ଦାସ ଓ ଟି. ସୌରୀ ପ୍ରମୁଖ କଣ୍ଠଦାନ କରିଥିଲେ ୤

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)
  2. ଇଣ୍ଟରନେଟ ମୁଭି ଡାଟାବେସରେ ବର୍ଷା ମାଇଁ ଡାର୍ଲିଙ୍ଗ୍
  3. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.