ବରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

'ବରଗଡ଼' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ପଦ୍ମପୁର
  2. ବିଜେପୁର
  3. ବରଗଡ଼
  4. ଅତାବିରା
  5. ଭଟଲୀ
  6. ବ୍ରଜରାଜନଗର
  7. ଝାରସୁଗୁଡ଼ା

ସାଂସଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "General Election 2019 - Election Commission of India". results.eci.gov.in. Retrieved 2019-06-15.

ଆହୁରି ଦେଖନ୍ତୁ[ସମ୍ପାଦନା]