ବରଗଡ଼ ଜିଲା
| ବରଗଡ଼ | |
|---|---|
| — ଜିଲ୍ଲା — | |
|
|
|
| ଦିଗବାରେଣି: 21°20′N 83°37′E / 21.333°N 83.617°Eଦିଗବାରେଣି: 21°20′N 83°37′E / 21.333°N 83.617°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | ବରଗଡ଼ |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୫ଟି ଆସନ
୧. ପଦ୍ମପୁର (୦୦୧)
୨. ବିଜେପୁର (୦୦୨) ୩. ବରଗଡ଼ (୦୦୩) ୪. ଅତାବିରା (୦୦୪) ୫. ଭଟ୍ଲି (୦୦୫) |
| କ୍ଷେତ୍ରଫଳ | |
| - ଜିଲ୍ଲା | ୫,୮୩୭ କି.ମି.୨ (୨,୨୫୩.୭ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୯୭୬ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୪୬ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୭୫.୧୬% |
| • ପୁରୁଷ | ୮୪.୨୮% |
| • ନାରୀ | ୬୫.୮୪% |
| - ଘନତା | ୨୫୩/କି.ମି.୨ (୬୫୫.୩/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୪ xxx |
| ତାର (ଏସ୍.ଟି.ଡ଼ି) | ୦୬ |
| ଗାଡ଼ି କୋଡ଼ | OR-17 |
| ଜିଲ୍ଲାପାଳ | ଭାବଗ୍ରାହୀ ମିଶ୍ର [୧] |
| ବେବସାଇଟ | ମୁଖ୍ୟ ୱେବସାଇଟ |
ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଅବସ୍ଥାନ
- ବରଗଡ଼ ଓଡ଼ିଶାର ପଶ୍ଚିମରେ ଅବସ୍ଥିତ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରପୂର୍ବରେ: ସମ୍ବଲପୁର ଜିଲ୍ଲା
- ଦକ୍ଷିଣରେ: ବଲାଙ୍ଗୀର ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲା
- ଦକ୍ଷିଣ ପଶ୍ଚିମରେ: ନୂଆପଡ଼ା ଜିଲ୍ଲା
[ଏହାକୁ ବଦଳାନ୍ତୁ] ବିଶେଷତା
- ଆୟତନ: ୫୮୩୨ ବର୍ଗ ମି.
- ଲୋକସଂଖ୍ୟା: ୧,୩୪୫,୬୦୧
- ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧
[ଏହାକୁ ବଦଳାନ୍ତୁ] ଜନସଂଖ୍ୟା
୨୦୧୧ ଜନଗଣନା [୨]ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୩] |
- ପୁରୁଷ: ୭,୪୮,୩୩୨
- ଗ୍ରାମାଞ୍ଚଳ: ୬,୭୨,୦୦୪
- ସହରାଞ୍ଚଳ: ୭୬,୩୨୮
- ମହିଳା: ୭,୩୦,୫୦୧
- ଗ୍ରାମାଞ୍ଚଳ: ୬,୫୭,୧୨୧
- ସହରାଞ୍ଚଳ: ୭୩,୩୮୦
- ଛ ବର୍ଷରୁ କମ: ୧,୫୬,୧୮୫
- ଗ୍ରାମାଞ୍ଚଳ: ୧,୪୦,୬୪୮
- ସହରାଞ୍ଚଳ: ୧୫,୫୩୭
- ସାକ୍ଷରତା ହାର: ୭୫.୧୬%
- ପୁରୁଷ: ୮୪.୨୮%
- ମହିଳା: ୬୫.୮୪%
ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଅଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।[୪]
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।
ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । [୫]
[ଏହାକୁ ବଦଳାନ୍ତୁ] ଆଧାର
[ଏହାକୁ ବଦଳାନ୍ତୁ] ବାହାର ଆଧାର
|
|||||
|
||||||||||||||||||||
|
|||||||||||||||||||||||||||||||||||||||||||