ପ୍ରତିପଦ
ଉଇକିପିଡ଼ିଆ ରୁ
'ପ୍ରତିପଦ' ବା 'ପ୍ରତିପଦା' ଚନ୍ଦ୍ରପକ୍ଷର ପ୍ରଥମ ଦିବସ - ଚନ୍ଦ୍ରର ପ୍ରଥମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ପୂର୍ଣ୍ଣିମା ଓ ଅମାବାସ୍ୟାର ପର ଦିନ
- କାର୍ତ୍ତିକ ଶୁକ୍ଳ ପ୍ରତିପଦ: ବଳି ପ୍ରତିପଦା
- ଏହି ଦିନ ବାମନ ଅବତାରରେ ଭଗବାନ ବିଷ୍ଣୁ ମହାଦାନୀ ବଳିଙ୍କୁ ପାତାଳକୁ ଚାପି ଦେଇଥିଲେ । [୧]
ଆଧାର [ସମ୍ପାଦନା]
- ↑ "Bali Padyam / Bali Pratipada". diwalifestival.org. http://www.diwalifestival.org/bali-padyam.html. Retrieved 12 November 2012. "When Vishnu was born as vamana (the dwarf), he crushed Bali into the under world."
|
|||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |