ପ୍ରକୃତି ମିଶ୍ର

ଉଇକିପିଡ଼ିଆ ରୁ
ପ୍ରକୃତି ମିଶ୍ର
ଜାତୀୟତା ଭାରତୀୟ
ଜୀବିକା କଥାଚିତ୍ର ଅଭିନେତ୍ରୀ
କାର୍ଯ୍ୟକାଳ ୨୦୦୫-ଏବେଯାଏଁ
ବାପା ମା ମନ୍ମଥ ମିଶ୍ର (ବାପା)

ପ୍ରକୃତି ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ପ୍ରକୃତି ମିଶ୍ର ଓଡ଼ିଶାରେ ୧୯୯୫ ଜୁନ୍ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ଵରର ରମାଦେବୀ ମହିଳା ମହାବିଦ୍ୟାଳୟ ରେ ଯୁକ୍ତ +୨ ଅଧ୍ୟୟନ କରୁଛନ୍ତି । ପ୍ରକୃତି ସଙ୍ଗୀତକାର ମନ୍ମଥ ମିଶ୍ରଙ୍କ ଝିଅ ଅଟନ୍ତି । [୧]

ସିନେମା ଜୀବନ[ସମ୍ପାଦନା]

୨୦୦୩ ମସିହାରେ ସାବତ ମା' କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପ୍ରକୃତି[୨], ବର୍ତ୍ତମାନ ସୁଦ୍ଧା ୧୧ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।[୩]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଥୁକୁଲ୍ ୨୦୧୨ ପ୍ରଶାନ୍ତ ନନ୍ଦ
ଶାଶୁଘର ଚାଲିଯିବି ୨୦୦୬ ବସନ୍ତ ସାହୁ
ସାବତ ମା' ୨୦୦୩ ଶିଶିର ମିଶ୍ର

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. incredibleorissa.com: prakruti mishra
  2. "An Exclusive Interview with Actress Prakruti Mishra". enewsinsight.com. 2012. http://www.enewsinsight.com/entertainment/an-exclusive-interview-with-actress-prakruti-mishra/. Retrieved 31 March 2013. "first film was “Sabata Maa”" 
  3. ସମାଜ, ୧୫ନଭେମ୍ବର୨୦୧୧, ପୃଷ୍ଠା-୧୪
  4. "Set to scorch big screen". telegraphindia.com. 2011. http://telegraphindia.com/1111118/jsp/odisha/story_14765487.jsp. Retrieved 31 March 2013. "2005 Orissa State Film Award for best child artiste for the film Sasu Ghara Chalijibi." 

ବାହାର ଆଧାର[ସମ୍ପାଦନା]