ପୁରାତନ କଳା

ଉଇକିପିଡ଼ିଆ ରୁ

ପ୍ରାଚୀନ ବିଶ୍ଵର କଳା ନାନା ପ୍ରକାରର କଳାକୁ ବୁଝାଇଥାଏ ଯାହା ବିଭିନ୍ନ ଚଳଣି, ପୁରାତନ ସମାଜ, ଯଥା- ଚୀନ, ଭାରତ, ମେସୋପଟାମିଆଁ, ମିଶର, ଗ୍ରୀସ, ରୋମ ଆଦିର ସମାଜ ବ୍ୟବସ୍ଥାକୁ ବୁଝାଇଥାଏ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଭାରତୀୟ ଚିତ୍ରକଳା

ପୁରାତନ ଭାରତୀୟ ଚିତ୍ରକଳା ସବୁ ଥିଲା ପ୍ରାଗୈତିହାସିକ କାଳର ପଥର ଉପରେ ଅଙ୍କା କଳା, ଯାହା ଭିମ୍ବେତ୍କା ସମେତ ନାନାଦି ପେଟ୍ରୋଗ୍ଲିଫଥିବା ଜାଗରୁ ମିଳିଛି, ତାହା ଭିତରୁ କେତେକ ୫୫୦୦ ଖ୍ରୀ.ପୂ.ରୁ ପୁରୁଣା । ଏହିପରି କଳାସବୁ ଶହଶହ ଦଶନ୍ଧି ଧରି ଚାଲିଥିଲା, ୭ମ ଶତାବ୍ଦୀରେ ତିଆରି ମହାରାଷ୍ଟ୍ରଅଜନ୍ତା, ୧୨ଶ ଶତାବ୍ଦୀରେ ତିଆରି ଓଡ଼ିଶାକୋଣାର୍କର କଳା ସବୁ ଏହି ପଥରରେ ଖୋଦାହୋଇଥିବା କଳାକୃତିର ଉଦାହରଣ । ପୁରାତନ ଭାରତରେ ହଜାର ହଜାର ବର୍ଷ ତଳେ ଅନେକ ବୌଦ୍ଧ ସ୍ତୂପ ଓ ଏହି ପଥର ଖୋଦା କଳାକୃତି ମିଳିଥାଏ ।

[ଏହାକୁ ବଦଳାନ୍ତୁ] ଗ୍ୟାଲେରୀ

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

  • Bailey, Douglass. (2005). Prehistoric Figurines: Representation and Corporeality in the Neolithic. Routledge Publishers. ISBN 0-415-33152-8

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା