ପୁଣ୍ୟପ୍ରଭା ଦେବୀ

ଉଇକିପିଡ଼ିଆ‌ରୁ
ପୁଣ୍ୟପ୍ରଭା ଦେବୀ
ଜନ୍ମ ଓ ଜନ୍ମସ୍ଥାନ(1938-10-07)୭ ଅକ୍ଟୋବର ୧୯୩୮
ତଳ ତେଲଙ୍ଗାବଜାର, କଟକ
ମୃତ୍ୟୁ୩୧ ଡିସେମ୍ବର ୨୦୨୧(2021-12-31) (ବୟସ ୮୩)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାଷଷ୍ଠ ଶ୍ରେଣୀ
ସାହିତ୍ୟ କୃତିକୁନି ଗୋଇନ୍ଦା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମି
ଜୀବନସାଥୀପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି
ସମ୍ପର୍କୀୟବିଦ୍ଯୁତପ୍ରଭା ଦେବୀ (ବଡ଼ ଭଉଣୀ)

ପୁଣ୍ୟପ୍ରଭା ଦେବୀ (୭ ଅକ୍ଟୋବର ୧୯୩୮ - ୩୧ ଡିସେମ୍ବର ୨୦୨୧), କଟକର ତଳ ତେଲଙ୍ଗାବଜାରରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ କବି, ଗାଳ୍ପିକା ଓ ଶିଶୁ ସାହିତ୍ୟିକା । ୧୯୬୪ ମସିହାରୁ ସେ ବିଶାଖାପଟନମରେ ରହୁଥିଲେ ।[୧] ୩୧ ଡିସେମ୍ବର ୨୦୨୧ରେ ତାଙ୍କର ମୃତ୍ୟୁ ହେଇଥିଲା ।[୨]

ସାହିତ୍ୟ ସର୍ଜନା[ସମ୍ପାଦନା]

ଶିଶୁ ଗଳ୍ପ ସଙ୍କଳନ[ସମ୍ପାଦନା]

  • ଟିକି ରାଇଜ
  • କାଳିଆ ବଳଦ ଗଲା ଗଲା (ଜାତୀୟ ପୁରସ୍କାର)
  • ପିଲାଙ୍ଗ ମେଘଦୁତ
  • ଶିଶୁ ସୈନିକ
  • କୁନି ଗୋଇନ୍ଦା (କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର)

ଗଳ୍ପ ସଙ୍କଳନ[ସମ୍ପାଦନା]

  • ଅନ୍ୟ ଏକ ଶ୍ରବଣ କୁମାର
  • ଶୁନ୍ୟ ମନ୍ଦିର
  • ହଜି ଯାଇଥିବା ଝିଅ

ଉପନ୍ୟାସ[ସମ୍ପାଦନା]

  • ଅସ୍ତରଙ୍ଗ
  • ଶୁଦ୍ର ସାଇକତା
  • ସ୍ୱାମିନୀ
  • ଚନ୍ଦନ ଘୋରିଲେ ବାସେ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ବାଳ ସାହିତ୍ୟ ପୁରସ୍କାର (କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ): ୨୦୨୨
  • ଶିଶୁ ସାହିତ୍ୟ ରତ୍ନ ପୁରସ୍କାର (ଓଡ଼ିଶା ସରକାର)
  • ସାହିତ୍ୟ ପ୍ରଭା (ଉତ୍କଳ ସାଂସ୍କୃତିକ ସମାଜ)[୩]
  • ଜାତୀୟ ପୁରସ୍କାର
  • ଆକାଶବାଣୀ ପୁରସ୍କାର

ଆଧାର[ସମ୍ପାଦନା]

  1. "'Shishu Sahitya Ratna' award for Punyaprava". The New Indian Express. Retrieved 30 November 2013.[permanent dead link]
  2. "ସାହିତ୍ୟିକା ପୁଣ୍ୟପ୍ରଭା ଦେବୀଙ୍କ ପରଲୋକ". ଧରିତ୍ରୀ. ୨ ଜାନୁଆରୀ ୨୦୨୨. p. ୩. Retrieved 2 January 2022. {{cite web}}: Check date values in: |date= (help)
  3. "In Oriya flavour". The Hindu. Archived from the original on 16 July 2012. Retrieved 30 November 2013.