ପାରାଦୀପ ବନ୍ଦର

ଉଇକିପିଡ଼ିଆ ରୁ
(ପାରାଦ୍ଵିପ ବନ୍ଦର ରୁ ଲେଉଟି ଆସିଛି)
ପାରାଦୀପ ବନ୍ଦର
ପାରାଦୀପ ବନ୍ଦର
ପାରାଦୀପ ବନ୍ଦରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20.32°N 86.62°E / 20.32°N 86.62°E / 20.32; 86.62ଦିଗବାରେଣି: 20.32°N 86.62°E / 20.32°N 86.62°E / 20.32; 86.62
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଜଗତସିଂହପୁର
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)

ଅବସ୍ଥିତି[ସମ୍ପାଦନା]

ପାରାଦୀପ ବନ୍ଦର (20°15′55.44″N 86°40′34.62″E / 20.2654°N 86.6762833°E / 20.2654; 86.6762833) ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ କୃତ୍ରିମ ବନ୍ଦର । ଏହା ମହାନଦୀବଙ୍ଗୋପସାଗରର ମିଳନସ୍ଥଳିରେ ଅବସ୍ଥିତ। ଏହା ଓଡ଼ିଶାର ଏକମାତ୍ର ଓ ଭାରତର ୧୧ଶ ବୃହତ ବନ୍ଦର ଅଟେ । ଏହି ବନ୍ଦର ଦେଇ ମୁଖ୍ୟତଃ ଲୌହପଥର ଓ କୋଇଲା ରପ୍ତାନୀ କରାଯାଉଥିଲା ବେଳେ ରାଜ୍ୟରେ ଅବସ୍ଥିତ ଇସ୍ପାତ କାରଖାନା ନିମନ୍ତେ କୋକିଙ୍ଗ କୋଇଲା ତଥା ସାର କାରଖାନା ନିମନ୍ତେ ଫସପେଟ ଆଦି ଆମଦାନୀ କରାଯାଇଥାଏ । ଏହି ବନ୍ଦରଟିକୁ ୧୯୬୨ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଶୁଭ ଦେଇଥିଲେ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

http://www.paradipport.gov.in/