ପାଣ୍ଡୁରାଜାଙ୍କ ପଞ୍ଚପୁତ୍ର ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ପାଣ୍ଡବ ଭାବେ ପରିଚିତ ଏଥିମଧ୍ୟରୁ କୁନ୍ତୀଙ୍କ ପୁତ୍ର ପ୍ରଥମ ୩ଜଣ ଓ ମାଦ୍ରୀ ପୁତ୍ର ଶେଷ ୨ଜଣ ଏହି ପଞ୍ଚପାଣ୍ଡବ ପାଣ୍ଡୁଙ୍କର କ୍ଷେତ୍ରଜ ସନ୍ତାନ ଥିଲେ