ପରମହଂସ

ଉଇକିପିଡ଼ିଆ ରୁ
The swan is a symbol of purity and transcendence in Vedantic teaching.

ପରମହଂସ ମୂଳତଃ ଏକ ସଂସ୍କୃତ ଶବ୍ଦ , ଯାହାକି ହିନ୍ଦୁ ଧାର୍ମିକ ଆଧ୍ୟାତ୍ମବାଦ ଉପରେ ଆଧାରିତ ସର୍ବୋଚ୍ଚ ଉପାଧି । ଜ୍ଞାନ ଓ ଚେତନା ର ପୂର୍ଣ୍ଣଚୈତନ୍ୟମୟ ସ୍ତର ରେ ଅଧିଷ୍ଠିତ ଆଚାର୍ଯ୍ୟ, ଯୋଗୀ ବା ସନ୍ୟାସୀ ମାନଙ୍କୁ ଏହି ଉପାଧି ଦିଆଯାଇଥାଏ । ହଂସ ନିର୍ମଳ ଓ ଶୁଦ୍ଧତା ର ପ୍ରତୀକ, ପଙ୍କୋକ୍ତ ଜଳ ବା ସ୍ଥଳ ଉଭୟ ସ୍ଥାନରେ ଯେପରି ଏହାର ନିର୍ମଳତା ସମାନ ରହେ , ସେହିପରି ଆଧ୍ୟାତ୍ମିକ ହେଉ ବ ସାଂସାରିକ ବିଷୟ ବାସନା ହେଉ , ଏହି ସ୍ତର ର ସନ୍ୟାସୀ ମାନେ ସାକ୍ଷୀ ଭାବ ପୂର୍ଣ୍ଣ ସ୍ଥିତପ୍ରଜ୍ଞ ରୁହନ୍ତି (ସଂସାର ରୂପୀ ସମୁଦ୍ର ରେ ରାଜ ହଂସ ପରି ବିହାର କରନ୍ତି ) ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]