ପଞ୍ଚସଖା ଯାତ୍ରା ଏକାଡେମି

ଉଇକିପିଡ଼ିଆ‌ରୁ

ପଞ୍ଚସଖା ଯାତ୍ରା ଏକାଡେମି ଓଡ଼ିଶାର ଯାତ୍ରା ପ୍ରତିଭାମାନଙ୍କୁ ସମ୍ମାନ ନିମନ୍ତେ ଗଠିତ ଏକ ଦିଆଯାଉଥିବା ଏକ ସାଂସ୍କୃତିକ ଅନୁଷ୍ଠାନ । ଏହା ବାଲେଶ୍ୱର ଜିଲ୍ଲାର ବାହାନଗା ପଞ୍ଚାୟତ ସମିତିରେ ଥିବା ଓଡ଼ଶାଳ ଗାଁରେ ଅବସ୍ଥିତ । ଏହି ଅନୁଷ୍ଠାନ ଏହି ଅନୁଷ୍ଠାନ ତରଫରୁ ଯାତ୍ରା ନିମନ୍ତେ ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ ପୁରସ୍କାର ଦିଆଯାଇଥାଏ । ଏଥିରେ ଯାତ୍ରା ଜଗତର ୧୪ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ । ୨୦୧୫ ଫେବୃଆରୀ ୧୬ ତାରିଖରେ ଓଡ଼ଶାଳସ୍ଥିତ ବାବା ବତ୍ସେଶ୍ୱର ମୁକ୍ତ ରଙ୍ଗମଞ୍ଚରେ "ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ" ପ୍ରଦାନ କରାଯିବ । [୧]

ଆଧାର[ସମ୍ପାଦନା]

  1. ବାରିକ, ଭରତ ଚନ୍ଦ୍ର (୩୦ ନଭେମ୍ବର ୨୦୧୪). "ପଞ୍ଚସଖା ଯାତ୍ରା ଏକାଡେମି ପୁରସ୍କାର ଘୋଷଣା" (PDF). ସମ୍ବାଦ. Retrieved 5 December 2014. {{cite news}}: Check date values in: |date= (help)[permanent dead link]

ଅଧିକ ପଠନ[ସମ୍ପାଦନା]