ନିହାରିକା ସାହୁ

ଉଇକିପିଡ଼ିଆ‌ରୁ
ନୀହାରିକା ସାହୁ
ସକ୍ରିୟ ବର୍ଷ୧୯୭୬-ଏବେଯାଏଁ
ପ୍ରସିଦ୍ଧିଅଭିନେତ୍ରୀ
ବୈବାହିକ-ସାଥୀସ୍ୱରୂପ ନାୟକ

ନୀହାରିକା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ[୧][୨] ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନୀହାରିକା ସାହୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସ୍ୱରୂପ ନାୟକଙ୍କୁ ସେ ବିବାହ କରିଅଛନ୍ତି ।[୩]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

୧୯୭୬ ମସିହାରେ ଗପ ହେଲେବି ସତ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ନୀହାରିକା, ୨୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଆଧାର[ସମ୍ପାଦନା]

  1. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
  2. Indian Films. 1978.
  3. "ଫିଲ୍ମ ଆମ ପାଇଁ ଭୋକ ଭଳି". ନିତିଦିନ. Retrieved 5 March 2017.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]