ନାଗଫାଶ

ଉଇକିପିଡ଼ିଆ ରୁ
ନାଗଫାଶ
ନିର୍ଦ୍ଦେଶକ ବସନ୍ତ ନାୟକ
ପ୍ରଯୋଜକ ବସନ୍ତ ନାୟକ
ପଟ୍ଟଲେଖା ବସନ୍ତ ନାୟକ
କାହାଣୀ ବସନ୍ତ ମହାପାତ୍ର
କଳାକାର ପ୍ରଶାନ୍ତ ନନ୍ଦ, ଧୀର ବିଶ୍ୱାଳ, ଅନିତା ଦାସ, ବନଜା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତ ଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ ୩୦ ଡିସେମ୍ବର୧୯୭୭ [୧]
କଥାଚିତ୍ରର ସମୟ ୧୬୯ ମିନଟ
ଦେଶ  ଭାରତ
ଭାଷା ଓଡ଼ିଆ

ବ୍ରଜରାଜ ମୁଭିଜ୍‌ର ପ୍ରଥମ ଅବଦାନ, ଓଡ଼ିଆ କଥାଚିତ୍ର ନାଗଫାଶ [୨], ବସନ୍ତ ନାୟକ ଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ନାଗଫାଶ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
  2. ନାଗଫାଶ (ଇଣ୍ଟରନେଟ ମୁଭି ଡାଟାବେସ ଠାରେ)