ନର୍ଗିସ ଦତ୍ତ
ଉଇକିପିଡ଼ିଆ ରୁ
| ନର୍ଗିସ ଦତ୍ତ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧ ଜୁନ ୧୯୨୯ କଲିକତା, ପଶ୍ଚିମ ବଙ୍ଗ, |
| ତିରୋଧାନ | ୩ ମେ ୧୯୮୧ (ବୟସ ୫୧) ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
| ଜୀବିକା | ଅଭିନେତ୍ରୀ |
| କାର୍ଯ୍ୟକାଳ | ୧୯୩୫, ୧୯୪୨–୧୯୬୭ |
| ଜୀବନସାଥି | ସୁନିଲ ଦତ୍ତ (1958–1981) (her death) |
| ସନ୍ତାନ | ସଞ୍ଜୟ ଦତ୍ତ ନର୍ମତ୍ତା ଦତ୍ତ ପ୍ରିୟା ଦତ୍ତ |
ବିଷୟସୂଚୀ |
ଜନ୍ମ [ସମ୍ପାଦନା]
ନର୍ଗିସ ଙ୍କ ଜନ୍ମ କଲିକତାରେ ୧୯୨୯ ମସିହା ଜୁନ ୧ ତାରିଖ ରେ ହୋଇଥିଲା । ତାଙ୍କ ବାପା ବୃତ୍ତିରେ ଜଣେ ଡାକ୍ତର ଥିଲେ ଏବଂ ମା ଜଣେ ସଂଗୀତ ଗାୟିକା ଥିଲେ ।
ବ୍ୟକ୍ତିଗତ ଜୀବନ [ସମ୍ପାଦନା]
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
- ନର୍ଗିସ ଦତ୍ତ (ଇଣ୍ଟରନେଟ ମୁଭି ଡାଟାବେସରେ)
- Nargis Dutt Memorial Foundation