ନବରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୧,୨୪୫
ଜିଲ୍ଲା: ନବରଙ୍ଗପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ନବରଙ୍ଗପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ନବରଙ୍ଗପୁର (କ୍ରମିକ ସଂଖ୍ୟା: ୭୫) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନବରଙ୍ଗପୁର (ପୌ), ନବରଙ୍ଗପୁର ବ୍ଳକ, ନନ୍ଦାହାଣ୍ଡି ବ୍ଳକ, ତେନ୍ତୁଳୀଖୁଣ୍ଟି ବ୍ଳକ ଓ କୋଷାଗୁମୁଡ଼ା ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋହର ରନ୍ଧାରୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କଠାରୁ ୧୧୩୮୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋହର ରନ୍ଧାରୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କଠାରୁ ୩,୩୩୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ନବରଙ୍ଗପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ମନୋହର ରନ୍ଧାରୀ ୫୧,୪୪୮ ୩୬.୪୧ -
କଂଗ୍ରେସ ସଦନ ନାୟକ ୪୮,୧୧୪ ୩୪.୦୫ -
ଭାଜପା ମଞ୍ଜୁଳା ମାଝି ୨୮,୧୩୫ ୧୯.୯୧ -
ସମୃଦ୍ଧ ଓଡ଼ିଶା ଭଗବାନ ମାଝି ୮,୪୧୩ ୫.୯୫ -
ବସପା ଗୋପିନାଥ ମାଝି ୫,୨୦୦ ୩.୬୮ -
ଭୋଟ ବ୍ୟବଧାନ ୩,୩୩୪ ୨.୩୬* -
ମତଦାନ ହାର ୧,୪୧,୩୧୨ ୬୯.୭୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

  • ୨୦୧୯: ସଦାଶିବ ପ୍ରଧାନି (ବିଜଦ)
  • ୨୦୧୪: ମନୋହର ରନ୍ଧାରୀ (ବିଜଦ)
  • ୨୦୦୯: (୭୫): ମନୋହର ରନ୍ଧାରୀ (ବିଜଦ)
  • ୨୦୦୪: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୨୦୦୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୯୫: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୯୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୮୫: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୮୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୭୭: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୭୪: (୯୦): ହବିବୁଲ୍ଲା ଖାଁ (ସ୍ୱତନ୍ତ୍ର)
  • ୧୯୭୧: (୮୪): ହବିବୁଲ୍ଲା ଖାଁ (ସ୍ୱତନ୍ତ୍ର)
  • ୧୯୬୭: (୮୪): ସଦାଶିବ ତ୍ରିପାଠୀ (କଂଗ୍ରେସ)
  • ୧୯୬୧: (୩): ହରିଜନ ମୀରୁ (କଂଗ୍ରେସ)
  • ୧୯୫୭: (୨): ସଦାଶିବ ତ୍ରିପାଠୀ (କଂଗ୍ରେସ) ଓ ହରିଜନ ମୀରୁ (କଂଗ୍ରେସ)
  • ୧୯୫୧: (୩): ସଦାଶିବ ତ୍ରିପାଠୀ (କଂଗ୍ରେସ) ଓ ମୁଡ଼ି ନାଏକୋ (କଂଗ୍ରେସ)

ଆଧାର[ସମ୍ପାଦନା]

  1. "Nabarangpur Assembly Election 2009, Orissa". empoweringindia.org. Retrieved 16 June 2013. Constituency: Nabarangpur (75) District : Nabarangpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 3334
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 90-Nowrangpur Constituency of ORISSA". eci.nic.in. 2006. Retrieved 16 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf