ନନ୍ଦିତା ଦାସ

ଉଇକିପିଡ଼ିଆ ରୁ
ନନ୍ଦିତା ଦାସ
ଜନ୍ମ ଓ ଜନ୍ମସ୍ଥାନ ନଭେମ୍ବର ୭, ୧୯୬୯ (1969-11-07) (ବୟସ ୪୨)
ନୂଆ ଦିଲ୍ଲୀ, ଭାରତ
ଜାତୀୟତା  ଭାରତୀୟ
ଜୀବିକା କଥାଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା
ପ୍ରସିଦ୍ଧି କଥାଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା
ବେବସାଇଟ
http://nanditadas.com/

ନନ୍ଦିତା ଦାସ ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ଲୋକପ୍ରିୟ ଚିତ୍ରକର ଯତୀନ ଦାସ ଓ ଲେଖିକା ବର୍ଷା ଦାସଙ୍କ ଝିଅ । ନନ୍ଦିତା ଅନେକ ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି |


ଭିତର ଚିଜ

[ଏହାକୁ ବଦଳାନ୍ତୁ] ଚଳଚ୍ଚିତ୍ର ଜୀବନ

[ଏହାକୁ ବଦଳାନ୍ତୁ] ଅଭିନୟ

  • ଆଇ ଆମ (୨୦୧୧: ଇଂରାଜୀ, ହିନ୍ଦୀ, ବଙ୍ଗଳା)
  • ରାମଚନ୍ଦ ପାକିସ୍ତାନୀ (୨୦୦୮: ଉର୍ଦ୍ଦୁ)
  • ବିଫୋର ଦି ରେନସ (୨୦୦୮: ଇଂରାଜୀ, ମାଲାୟଲମ)
  • ବିଶ୍ଵପ୍ରକାଶ (୧୯୯୯: ଓଡ଼ିଆ)
  • ପରିଣତି (୧୯୮୯: ଓଡ଼ିଆ)

[ଏହାକୁ ବଦଳାନ୍ତୁ] ନିର୍ଦ୍ଦେଶନା

  • ଫିରାକ (୨୨୦୮: ହିନ୍ଦୀ, ଉର୍ଦ୍ଦୁ, ଗୁଜୁରାଟୀ)

[ଏହାକୁ ବଦଳାନ୍ତୁ] ପୁରସ୍କାର ଓ ସମ୍ମାନ

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା