ନକ୍ଷତ୍ର ନିଉଜ୍

ଉଇକିପିଡ଼ିଆ‌ରୁ

ନକ୍ଷତ୍ର ନିଉଜ୍ ଓଡ଼ିଶାର ୨୪ଘଣ୍ଟିଆ ନିଉଜ୍ ଚ୍ୟାନେଲ । ଏନ୍.କେ ମେଡ଼ିଆ ଭେଞ୍ଚର୍ ଏହା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା ।

ଧାରାବାହିକ ସୂଚନା[ସମ୍ପାଦନା]

କମ୍ପାନୀ[ସମ୍ପାଦନା]

ନକ୍ଷତ୍ର ନିଉଜ୍ ଏନ୍.କେ ମେଡ଼ିଆ ଭେଞ୍ଚର୍ର ଏକ ଅଂଶ । ଏଥିରେ ଦେଶ, ବିଦେଶ, ଖେଳ, ବ୍ୟାପାର ଆଦି ଖବର ପ୍ରସାରିତ ହୋଇଥାଏ କିନ୍ତୁ ଏହାର ମୁଖ୍ୟ ଲକ୍ଷ୍ୟ ଆଞ୍ଚଳିକ ଖବର ପ୍ରସାରଣ କରିବା । ଏହାକୁ ପ୍ରଭାତ ରଞ୍ଜନ ମଲିକ ଆରମ୍ଭ କରିଥିଲେ ଏହାର ମୁଖ୍ୟ କାର୍ଯାଳୟ ଭୁବନେଶ୍ୱରରେ ଅବସ୍ଥିତ ।


ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]