ନଅଙ୍କ ଦୁର୍ଭିକ୍ଷ

ଉଇକିପିଡ଼ିଆ ରୁ

୧୮୬୬ରେ ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା । ପୁରୀ ଗଜପତି ରାଜା ଦିବ୍ୟସିଂହଦେବଙ୍କର ନବମ ବର୍ଷରେ ତାହା ପଡ଼ିଥିବାରୁ ତାହାକୁ ନଅଙ୍କ ଦୁର୍ଭିକ୍ଷ କୁହାଯାଏ । ଇଂରେଜ ସରକାରଙ୍କର ଭୂଲ ପ୍ରଶାସନିକ ନୀତି ଓ ଅବହେଳା ଯୋଗୁଁ ପ୍ରାୟ ଦଶ ଲକ୍ଷରୁ ଅଧିକ ଲୋକ ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳର, ପୋକ ମାଛି ପରି ପ୍ରାଣ ହରାଇଥିଲେ । ସେଇ ଦୁର୍ଭିକ୍ଷ ଓଡ଼ିଶାର ମେରୁଦଣ୍ଡକୁ ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ଦେଇଥିଲା ।

ଆଧାର[ସମ୍ପାଦନା]