ଧର୍ମର ହେବ ଜୟ

ଉଇକିପିଡ଼ିଆ‌ରୁ
ଧର୍ମର ହେବ ଜୟ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସଞ୍ଜୟ ନାୟକ
ସୀତାରାମ ପଟ୍ଟନାୟକ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ବିଜୟ ମହାନ୍ତି
କାଜଲ ମିଶ୍ର
ଜୟୀରାମ ସାମଲ
କୁନା ତ୍ରିପାଠୀ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକବିଜୟ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଧର୍ମର ହେବ ଜୟ, ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ ଓ ସୀତାରାମ ପଟ୍ଟନାୟକ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ବିଜୟ ମହାନ୍ତି, ଅନିତା ଦାସ, କାଜଲ ମିଶ୍ର, ଅକ୍ଷୟ ବସ୍ତିଆ, କୁନା ତ୍ରିପାଠୀ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୧] ବସନ୍ତରାଜ ସାମଲ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । କୁମାର ବାପି, ଶୈଳଭାମା ମହାପାତ୍ର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.

ବାହାର ଆଧାର[ସମ୍ପାଦନା]