ଦ୍ଵାପର ଯୁଗ
ଉଇକିପିଡ଼ିଆ ରୁ
ଭାରତୀୟ ଉପଖଣ୍ଡରେ ପୁରାତନ ତଥା ହିନ୍ଦୁ ଧର୍ମର ପରାମ୍ପରାଗତ ମାନ୍ୟତା ଅନୁସାରେ (ବୈଦିକ ଓ ସନାତନ ଧର୍ମ ଅନୁସାରେ) ସମୟ ଚାରିଯୁଗରେ ବିଭକ୍ତ । ଦ୍ଵାପର ଯୁଗ ତୃତୀୟ ଯୁଗ । ଏହି ଯୁଗ ୮୬୪୦୦୦ ବର୍ଷ ବୋଲି ଗଣନା କରାଯାଏ ।
ଆଧାର [ସମ୍ପାଦନା]
ବାହାର ତଥ୍ୟ [ସମ୍ପାଦନା]
|
||||||||||||||||||||||||||||||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |