ଦାନ୍ତକାଠି

ଉଇକିପିଡ଼ିଆ ରୁ

ଦାନ୍ତକାଠି ଗଛର ଡାଳରୁ ତିଆରି ଏକ ଦାନ୍ତଘଷା ଉପକରଣ । ଏଥିରେ ଜୀବାଣୁମାରକ ଗୁଣ ଥାଏ ।

ବ୍ୟବ‌ହାର ହେଉଥିବା ଡାଳ[ସମ୍ପାଦନା]

ନାନାଦି ଗଛର ଡାଳରୁ ଦାନ୍ତକାଠି ତିଆରି କରାଯାଇପାରିବ । ଯଦିଓ ଅନେକ ଗଛରୁ ଦାନ୍ତକାଠି ତିଆରି କରାଯାଏ ତେବେ କେତେକ ଗଛର ଜୈବ-ରାସାୟିନିକ ଉପାଦାନ ଥିବା ହେତୁ ତାହା ଦାନ୍ତକାଠି ନିମନ୍ତେ ଅଧିକ ଉପ୍ୟୋଗୀ ହୋଇଥାଏ । ସେହିସବୁ ଗଛ ପ୍ରଜାତି ହେଲେ[୧] [୨][୩][୪] [୫]:

ଆଧାର[ସମ୍ପାଦନା]