ତ୍ରିମୁର୍ତ୍ତୀ

ଉଇକିପିଡ଼ିଆ‌ରୁ


୧୯୭୫ ମସିହାର ଯାଯାବର ସିନେମାର ନିର୍ଦ୍ଦେଶନା ଦେବାପାଇଁ ଏକାଠି ହୋଇଥିଲେ, ଅକ୍ଷୟ ମହାନ୍ତି, ହେମନ୍ତ ଦାସବିଜୟ ମିଶ୍ର[୧] ସେମାନେ ନିଜ ନାମ ଲୁଚାଇ ଏହି ଛଦ୍ମନାମ, ତ୍ରିମୁର୍ତ୍ତୀ ବ୍ୟବହାର କରିଥିଲେ ।[୨][୩] ନିର୍ଦ୍ଦେଶନା ବ୍ୟତିତ, ଅକ୍ଷୟ ମହାନ୍ତି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ସମୟରେ, ବିଜୟ ମିଶ୍ର କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ହେମନ୍ତ ଦାସ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. Indian Panorama. Directorate of Film Festivals, Ministry of Information and Broadcasting, Government of India. 2010.
  2. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 264–. ISBN 978-1-135-94318-9.
  3. http://chalachitra.in/film/jajabar/
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 112–. ISBN 978-1-136-77291-7.

ଅଧିକ ତଥ୍ୟ[ସମ୍ପାଦନା]