ତ୍ରିଫଳା

ଉଇକିପିଡ଼ିଆ ରୁ

ଆୟୁର୍ବେଦରେ[୧] ହରିଡ଼ା, ବାହାଡାଅଁଳାର ସମପରିମାଣର ମିଶ୍ରଣକୁ ତ୍ରିଫଳା କୁହାଯାଏ ।[୨] ମନ୍ଦାଗ୍ନୀ, କୋଷ୍ଠକାଠିନ୍ୟ, ଜ୍ଵର, ଚକ୍ଷୁ କର୍ଣ୍ଣାଦିର ବିକାର ନାଶକ, ମସ୍ତିସ୍କ ଶୀତଳକାରୀ ହିସାବରେ ଏହାର ବ୍ୟବହାର ହୋଇଥାଏ ।

[ଏହାକୁ ବଦଳାନ୍ତୁ] ଆଧାର

  1. Anne McIntyre (7 September 2005). Herbal treatment of children: Western and Ayurvedic perspectives. Elsevier Health Sciences. ପୃଷ୍ଠା. 278–. ISBN 9780750651745. http://books.google.com/books?id=QLin14nRVBsC&pg=PA278. Retrieved 24 July 2010. 
  2. Ayurvedic pharmacopoeia committee. The Ayurvedic Formulary of India, Part I, 2nd English ed. New Delhi: Controller of Publications; 2003
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା