ତସଲିମା ନସରିନ
ଉଇକିପିଡ଼ିଆ ରୁ
| ତସଲିମା ନସରିନ | |
|---|---|
ବିଶ୍ଵ ନାସ୍ତିକ ସମ୍ମିଳନୀ ୨୦୧୦ରେ ଭାଷଣ ଦେବା ସମୟରେ ତସଲିମା ନସରିନ |
|
| ଜନ୍ମ | ୨୫ ଅଗଷ୍ଟ ୧୯୬୨ ମଇମନସିଂହ, ବଙ୍ଗଳା ଦେଶ |
| ବୃତ୍ତି | କବି, ସ୍ତମ୍ଭକାର, ଔପ୍ୟନ୍ୟାସିକା |
| ଜାତୀୟତା | ବଙ୍ଗଳାଦେଶୀ, ସୁଇଡେନିୟ |
| କାଳ | ୧୯୭୩ – ଅଧୁନା |
| ବିଷୟ | ମାନବବାଦୀ |
| ସାହିତ୍ୟର ଆନ୍ଦୋଳନ | ନାରୀ ଅଧିକାର, ମାନବାଧିକର, ଧର୍ମନିରପେକ୍ଷ ଆନ୍ଦୋଳନ |
|
|
|
| ଦସ୍ତଖତ | |
|
[ମୁଖ୍ୟ ୱେବସାଇଟ ମୁଖ୍ୟ ୱେବସାଇଟ] |
|
ତସଲିମା ନସରିନ (ଜନ୍ମ ୨୫ ଅଗଷ୍ଟ ୧୯୬୨) ଜଣେ ବଙ୍ଗଳାଦେଶର ପୁରାତନ ଡାକ୍ତର ଓ ବଙ୍ଗଳା ଲେଖିକା । ସେ ୧୯୯୪ ଠାରୁ ଆତ୍ମନିର୍ବାନରେ ରହୁଅଛନ୍ତି । ୧୯୮୦ରୁ ଆରମ୍ଭ କରି ୨୦ ଦଶକ ଭିତରେ ସେ ଜଣେ ନାରିବାଦୀ ଓ ଇସଲାମ ବିରୋଧି ଲେଖିକା ଭାବରେ ଲୋକଲୋଚନକୁ ଆସିଥିଲେ ।
୧୯୯୪ରେ ବଙ୍ଗଳାଦେଶ ଛାଡ଼ିବା ପରେ ସେ ଅନେକ ଦେଶରେ ରହି ଆସିଛନ୍ତି ।[୧] ଅଧୁନା ସେ (ଜୁନ ୨୦୧୧ ଠାରୁ) ନୂଆ ଦିଲ୍ଲୀରେ ରହୁଛନ୍ତି ।.[୨] ସେ ଧର୍ମନିରପେକ୍ଷ, ମାନବବାଦୀ, ଚିନ୍ତାର ସ୍ଵାଧିନତା, ଆଇନ ଆଗରେ ସଭିଙ୍କୁ ସମାନ ଅଧିକାର, ନାରୀ ଅଧିକାର ଆଦି ନିମନ୍ତେ ଜନମତ ଗଠନରେ ସକ୍ରିୟ ।
[ଏହାକୁ ବଦଳାନ୍ତୁ] ଆଧାର
- ↑ Chazan, David (1999-01-26). "World: South Asia: Taslima goes back into exile". BBC. http://news.bbc.co.uk/1/hi/world/south_asia/263014.stm. Retrieved 2009-05-28.
- ↑ “I am a Bengali writer, I need to live in Bengal” Open the Magazine, 2011-June-1