ଢେଙ୍କାନାଳ (ଲୋକସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ

'ଢେଙ୍କାନାଳ' ଓଡ଼ିଶାର ଏକ ଲୋକସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ଢେଙ୍କାନାଳ (୫୫)
  2. ହିନ୍ଦୋଳ (୫୬)
  3. କାମାକ୍ଷାନଗର (୫୭)
  4. ପର୍ଜଙ୍ଗ (୫୮)
  5. ପାଲଲହଡ଼ା (୫୯)
  6. ତାଳଚେର (୬୦)
  7. ଅନୁଗୋଳ (୬୧)

ସାଂସଦ [ସମ୍ପାଦନା]

  • ତଥାଗତ ଶତପଥୀ (ବିଜୁ ଜନତା ଦଳ)

ଆଧାର [ସମ୍ପାଦନା]

ଆହୁରି ଦେଖନ୍ତୁ [ସମ୍ପାଦନା]