ଡ୍ରିମ୍ ଗାର୍ଲ

ଉଇକିପିଡ଼ିଆ ରୁ
ଡ୍ରିମ୍ ଗାର୍ଲ
ନିର୍ଦ୍ଦେଶକ ଅଶୋକ ପତି
ପ୍ରଯୋଜକ ଏ. ରମେଶ ପ୍ରସାଦ
ଲେଖକ (ସଂଳାପ): ଡ. ରଜନୀ ରଞ୍ଜନ
କଳାକାର ସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ ପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣ ସୀତାଂଶୁ ମହାପାତ୍ର
ସମ୍ପାଦକ ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ ୨୦୦୯
ଦେଶ  ଭାରତ
ଭାଷା ଓଡ଼ିଆ

ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଡ୍ରିମ୍ ଗାର୍ଲ ୨୦୦୯ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଡ୍ରିମ୍ ଗାର୍ଲ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୧]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  1. ଆଖି ମୋର ଖୋଲା ଥାଇ କେହି ଜଣେ
  2. ଜହ୍ନ ଶୋଇଚି ଶୋଇ ପଡ଼ିଲେ ତାରା
  3. ପ୍ରିୟାରେ ପ୍ରିୟାରେ ନଜରେ ନଜରେ
  4. ସାଥିରେ ସାଥିରେ ପହିଲି ପ୍ରିତିରେ

ଟୀକା[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  1. ଡ୍ରିମ୍ ଗାର୍ଲ (ଇଣ୍ଟରନେଟ ମୁଭି ଡାଟାବେସ ଠାରେ)