ଡୋରଏମୋନ

ଉଇକିପିଡ଼ିଆ‌ରୁ
(ଡୋରେମନରୁ ଲେଉଟି ଆସିଛି)

ଡୋରେମନ (Japanese: ドラえもん) ଜାପାନୀ ମାଙ୍ଗା ଲେଖାର ଏକ କାଲ୍ପନିକ ଲେଖା, ଏହା ଫୁଜିକୋ ଫୁଜୋଙ୍କଦ୍ୱାରା ରଚିତ କରାଯାଇଛି। ଏହି ଚରିତ୍ର ବିଭିନ୍ନ ଜାପନୀ ଆନିମେ ଚିତ୍ର ଓ ବିଭିନ୍ନ ପ୍ରଚାର ନିମନ୍ତେ ବ୍ୟବ‌ହାର କରାଯାଇଛି।"[୧] କାହାଣିଟି ଏକ ରୋବୋଟ ବିଲେଇ ଉପରେ ଆଧାରିତ, ଯିଏ ୨୨ଶ ଶତାବ୍ଦିରୁ ଅତିତକୁ ଆସିଥିଲା ନୋବିତା ନୋବି ନାମକ ଗୋଟେ ଛୁଆର ସାହାୟତା ପାଇଁ।

ଡୋରେମନ ମାଙ୍ଗା ଶ୍ରେଣୀ ପ୍ରଥମ ଥର ପାଇଁ ୧୯୬୯ ମସିହାରେ ୬ଟି ପତ୍ରିକାରେ ବାହାରି ଥିଲା। ଏହା ବିଶ୍ୱ ଶ୍ରେଷ୍ଟ ମାଙ୍ଗା କମିକ ମଧ୍ୟରୁ ଏକ ଓ ୧୦ କୋଟି ଉପରେ ବିକ୍ରି ହେଇଥିବା ପତ୍ରିକା ମଧ୍ୟ।

ଚରିତ୍ର[ସମ୍ପାଦନା]

  • ଡୋରେମନ୍
  • ନୋବିତା
  • ଜିଆନ
  • ଡ଼େକିସୁକି
  • ସିଜୁକା
  • ସୁନିୟୋ
  • ମି-ଚ୍ୟାନ
  • ଡୋରେମି

ଆଧାର[ସମ୍ପାଦନା]