ଡାହୁକ ବୋଲି
ଡାହୁକ ବୋଲି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯାତ୍ରା ବେଳେ ରଥ ଉପରେ ବୋଲାଯାଉଥିବା ଗୀତ । ଏହି ଗୀତିଗୁଡିକ ଡାହୁକ ମାନଙ୍କ ଦେଇ ବୋଲାଯାଉଥିବାରୁ ଏହାକୁ "ଡାହୁକ ଗୀତ" ମଧ୍ୟ କୁହାଯାଏ । [୧] [୨]ଡାହୁକ ବୋଲି ବିନା ରଥ ଗଡେ ନାହିଁ ବୋଲି ପ୍ରବାଦ ଅଛି ଏବଂ ଏହି ଡାହୁକଗୀତ "ରଥଟଣା"ରେ ଏକ ମୂଖ୍ୟ ଭୁମିକା ନିର୍ବାହ କରି ଆସୁଅଛି ।[୩][୪] ଏହା ବୌଦ୍ଧ ଧର୍ମ ଅନ୍ତର୍ଗତ ବଜ୍ରଯାନୀ ପରମ୍ପରାର ଅବଶେଷ ତଥା ଏହାର ପଦଗୁଡ଼ିକ ବୌଦ୍ଧ ଚର୍ଯା ସାହିତ୍ୟର ସନ୍ତକ ହୋଇଥିବାବେଳେ ଡାହୁକମାନଙ୍କୁ ଚର୍ଯାପଦର ସିଦ୍ଧମାନଙ୍କର ବଂଶଧର ବୋଲି ବିଶ୍ୱାସ କରାଯାଏ । [୫]
| ବୌଦ୍ଧବାଦ
|
| ଧର୍ମ ବା ମତବାଦ ଚାରୋଟି ସତ |
| ଆଚରଣ ତିନୋଟି ରତନ |
|
ପରମ୍ପରା · ଧର୍ମଗ୍ରନ୍ଥ |
| ଓଡ଼ିଆ ସାହିତ୍ୟର ଇତିହାସ |
|
ଓଡ଼ିଆ ସାହିତ୍ୟର ବିଭାଗ |
| ଓଡ଼ିଆ ଭାଷାର ଲେଖକ |
|
ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ |
| ପ୍ରକାରଭେଦ |
|
ଉପନ୍ୟାସ - କାବ୍ୟ କବିତା - ନାଟକ |
| ସଙ୍ଗଠନ |
| ଆନ୍ଦୋଳନ |
| ସମାଲୋଚନା ଓ ସମ୍ମାନ |
| ଓଡ଼ିଶା ପୋର୍ଟାଲ |
| ସାହିତ୍ୟ ପୋର୍ଟାଲ |
ବିଷୟସୂଚୀ |
ଗୀତ ଉଦାହରଣ [ସମ୍ପାଦନା]
| ମାରି ଶାଶୁ ନଣନ୍ଦ ଘରେ ଶାଳୀ | |
| ମାଅ ମାରିଆ କାହ୍ନୁ ଭଇଲ କବାଳୀ |
| ହୋ ଭଗତେ! ହୋ.. | |
| କାଳୀ ଗୋରୀ ଦିହେଁ ଗାଧୋଇ ଗଲେ, | |
| ଗଛରୁ ଖସିଲା ଡାଳ, | |
| କାଳୀ କହୁଛି ଗୋରିଲୋ | |
| ତୋ ବିଆରେ ନାହିଁ ବାଳ ॥ |
| ହୋ ଭଗତେ! ହୋ.. | |
| ହାଡ଼ୁ ପା କହିଲେ ବାଇ ଏଠାର, | |
| ଯୋନି ଦରଶନ ସୁଖ ଅପାର । | |
| ଭଗରେ ବାଜିଲେ ଲିଙ୍ଗର ମୁଣ୍ଡି, | |
| ତିନିଧାର ନାଳ ନିଅଇ ତେଣ୍ଡି । | |
| ଛ ଗଣ୍ଠି ଭେଦଇ ସେ ନାଳ ଯେବେ, | |
| ରମଣ କରିବୁ ଭଗତେ ତେବେ ॥ |
ଡାହୁକ ବୋଲିକୁ ବାସନ୍ଦ [ସମ୍ପାଦନା]
୧୯୯୫ ମସିହାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କିଛି ଅଧିକାରୀ ଡାହୁକ ବୋଲି ଉପରେ ବାସନ୍ଦାଦେଶ ଦେଇଥିଲେ । କିନ୍ତୁ, ୧୯୯୭ ମସିହା ପରଠାରୁ କିଛି କଟକଣା ଜାରି ହେବା ଫଳରେ ଡାହୁକ ମାନେ ଗୀତ ଗାଇବା ପ୍ରାୟ ବନ୍ଦ କରିସାରିଛନ୍ତି । [୬]
ଆଧାର [ସମ୍ପାଦନା]
- ↑ The Eastern anthropologist, Volume 54. Lucknow, India. 2001. http://books.google.com/books?id=tKR-AAAAMAAJ&q=dahuka&dq=dahuka&hl=en&sa=X&ei=MW1wT-znDs7wrQeJo4GgDg&ved=0CD0Q6AEwAQ.
- ↑ Surendra, Mahanty (1982). Lord Jagannatha: the microcosm of Indian spiritual culture. Bhubaneswar, Orissa: Orissa Sahitya Akademi. ପୃଷ୍ଠା. 93. http://books.google.com/books?id=XNIXAAAAIAAJ&q=dahuka&dq=dahuka&hl=en&sa=X&ei=MW1wT-znDs7wrQeJo4GgDg&ved=0CEoQ6AEwAw.
- ↑ B. B. Jena (1980). "Orissa, people, culture, and polity". Kalyani Publishers. pp. 313. http://books.google.com/books?id=gmtuAAAAMAAJ&q=dahuka&dq=dahuka&hl=en&sa=X&ei=MW1wT-znDs7wrQeJo4GgDg&ved=0CFkQ6AEwBg. Retrieved March 26, 2012.
- ↑ Sarat Chandra Mahapatra. "Car Festival of Lord Jagannath, Puri". Sri Jagannath Research Centre (Purī, India). http://books.google.com/books?id=sILXAAAAMAAJ&q=dahuka&dq=dahuka&hl=en&sa=X&ei=MW1wT-znDs7wrQeJo4GgDg&ved=0CF8Q6AEwBw. Retrieved March 26, 2012.
- ↑ Siddheswar, Mohapatra (2006). Puri Boli. Orissa Sahitya Akademi. ପୃଷ୍ଠା. 366.
- ↑ ୬.୦ ୬.୧ Asit Mohanty. ରଥେ ଭଣ୍ଡ ଡାକ ଡାକଇ ଡାହୁକହେ ଭଗତେ ହୋ. The Sunday Indian (In Oriya). July ୨୦, ୨୦୧୧
ବାହ୍ୟ ଆଧାର [ସମ୍ପାଦନା]
- ପ୍ରାଚୀନ ଡାହୁକ ବୋଲି ବନ୍ଦ ହେବ କାହିଁକି? (In Oriya). The Sunday Indian. July ୧୮, ୨୦୧୧
- Mohanty, Dhrutikama‘ଡାହୁକ ବୋଲି'-ସତରେ କ'ଣ ଅଶ୍ଳୀଳ? (In Oriya). The Sunday Indian. July ୧୨, ୨୦୧୧