ଭାରତରେ ଟ୍ରାଫିକ ଚିହ୍ନ

ଉଇକିପିଡ଼ିଆ‌ରୁ
(ଟ୍ରାଫିକ୍ ଚିହ୍ନ ଭାରତରେରୁ ଲେଉଟି ଆସିଛି)


ସାଧାରଣତନ୍ତ୍ର ଭାରତର ରାସ୍ତା ଚିହ୍ନ ଇଂଲଣ୍ଡର ରାସ୍ତା ଚିହ୍ନର ଅନୁରୂପ, କେବଳ ଗୋଟିଏ ପାର୍ଥକ୍ୟ, ଭାରତରେ ଦୁଇ ବା ଅଧିକ ଭାଷାରେ ଲେଖାଥାଏ ।

ଅଧିକାଂଶ ସ‌ହରର ରାସ୍ତାଚିହ୍ନରେ ପ୍ରାଦେଶିକ ଭାଷା ଓ ଇଂଲିଶ ଭାଷା ପ୍ରୟୋଗ କରାଯାଇ ଥାଏ । ଜାତୀୟ ରାଜପଥରେ ପ୍ରାଦେଶିକ ଭାଷା, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖା ଥାଏ ।

ସନ ୨୦୧୨ରେ କେରଳର ପର୍ଯ୍ୟଟନ ବିଭାଗ ଏକ ପ୍ଲାନ ଘୋଷଣା କଲେ ଯେଉଁଥିରେ ରାସ୍ତାଚିହ୍ନ ସ‌ହିତ ପାର୍ଶ୍ୱବର୍ତ୍ତି ଡାକ୍ତରଖାନା ମାନ‌ଚିତ୍ର ରହିବ । [୧] ପୁରୁଣା ସାଇନବୋର୍ଡ଼କୁ ବଦଳେଇ ନୂଆ ଫ୍ଲୋରିସେଣ୍ଟ ବୋର୍ଡ଼ ଲଗେଇବାକୁ ନୋଇଡ଼ା ଅଥରିଟି ଘୋଷଣା କଲେ ।[୨]

ଗ୍ୟାଲେରି[ସମ୍ପାଦନା]

ଗ୍ୟାଲେରି[ସମ୍ପାଦନା]

ଅନିବାର୍ଯ୍ୟ ଚିହ୍ନ[ସମ୍ପାଦନା]

ଲାଲ ବୃତ୍ତ ମଧ୍ୟରେ ଅନିବାର୍ଯ୍ୟ ଚିହ୍ନ ଥାଏ ।

ସାବଧାନ ଚିହ୍ନ[ସମ୍ପାଦନା]

ଲାଲ ତ୍ରିଭୁଜ ସାବଧାନ ଚିହ୍ନ ଦର୍ଶାଏ

ବାହ୍ୟ ଲିଙ୍କ[ସମ୍ପାଦନା]


ଆଧାର[ସମ୍ପାଦନା]

  1. Nair, Sangeetha (2012-07-15). "Tourism dept to update signboards across Kerala". Trivandrum. Times of India. Archived from the original on 2013-02-27. Retrieved 2012-07-21.
  2. Keelor, Vandana (2012-07-18). "Blue road signboards give way to red ones". Times of India. Archived from the original on 2013-01-03. Retrieved 2012-07-21.