ଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୭,୯୦୪
ଜିଲ୍ଲା: କୋରାପୁଟ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: -
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଜୟପୁର (କ୍ରମିକ ସଂଖ୍ୟା: ୧୪୩) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜୟପୁର (ପୌ), ଜୟପୁର ବ୍ଳକ ଓ ବୋରିଗୁମ୍ମା ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ବିଜୁ ଜନତା ଦଳ ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କଠାରୁ ୮୩୬୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବି ନାରାୟଣ ନନ୍ଦ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାରା ପ୍ରସାଦ ବାହିନିପତିଙ୍କଠାରୁ ୯,୩୧୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଜୟପୁର [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବି ନାରାୟଣ ନନ୍ଦ ୫୭,୫୦୪ ୪୬.୧୨ -
ଭାଜପା ତାରା ପ୍ରସାଦ ବାହିନିପତି ୪୮,୧୮୮ ୩୮.୬୫ -
କଂଗ୍ରେସ କେ. ନାଗରାଜ ଦୋରା ୯,୩୯୮ ୭.୫୪ -
ସ୍ୱାଧୀନ ନୀଳ ମାଧବ ବିଶୋଇ ୧୯୮୨ ୧.୫୯ N/A
ବସପା ସୁବାସ ଚନ୍ଦ୍ର ଗୌଡ଼ ୧,୬୮୩ ୧.୩୫ -
ସମୃଦ୍ଧ ଓଡ଼ିଶା ସୁଷମା ଶୁକ୍ଳା ୧,୩୮୦ ୧.୧୧ N/A
ଲୋକ ସତ୍ତା ପାର୍ଟି ଭି ରାମଚନ୍ଦ୍ର ରାଓ ୧,୦୨୮ ୦.୮୨ N/A
ଓଡ଼ିଶା ମୁକ୍ତି ମୋର୍ଚ୍ଚା ପବିତ୍ର ପାତ୍ର ୯୯୮ ୦.୮୦ N/A
କଳିଙ୍ଗ ସେନା ସନ୍ତୋଷ କୁମାର ନନ୍ଦ ୯୦୮ ୦.୭୩ N/A
ସିପିଆଇ(ମାଲେ) ଲିବରେସନ ସୁଶାନ୍ତ କୁମାର ପଣ୍ଡା ୮୦୭ ୦.୬୫ N/A
ରିସୋପା ବଳରାମ ଖୋଡ଼ା ୮୦୦ ୦.୬୪ N/A
ଭୋଟ ବ୍ୟବଧାନ ୯୩୧୬ ୭.୪୭* -
ମତଦାନ ହାର ୧,୪୨,୬୮୫ ୭୦.୧୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର[ସମ୍ପାଦନା]

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf