ଜୈନବାଦ

ଉଇକିପିଡ଼ିଆ‌ରୁ
ଭଗବାନ ମହାବୀର

ଜୈନବାଦ (/[invalid input: 'icon']ˈnɪzəm/' ଜୈନ ଧର୍ମ) ଏକ ଭାରତୀୟ ଧର୍ମ ଯେଉଁଥିରେ ଜୀବମାନଙ୍କ ପ୍ରତି ଦୟା ଓ ଅହିଂସା ଉପରେ ଧର୍ମ ପଥର ଅବତାରଣା କରାଯାଇଅଛି । ଏହାର ଦର୍ଶନ ଓ ବିଶ୍ୱାସ ମୋକ୍ଷ ନିମନ୍ତେ ଆତ୍ନ୍ମାର ଗତି ପାଇଁ ମଣିଷର ଚେଷ୍ଟା ସମ୍ପର୍କରେ ଗୁରୁତ୍ତ୍ୱ ଆରୋପ କରିଥାଏ । ଯେଉଁ ଆତ୍ମା ନିଜର ଅନ୍ତରର ଶତ୍ରୁମାନଙ୍କର ବିନାଶ କରି ମହାରୂପ ଧାରଣ କରିଅଛି ତାହାଙ୍କୁ ତୀର୍ଥଙ୍କର ବା ଜୀନ କୁହାଯାଇଥାଏ । ପୁରାଣ ମତେ ଜୈନବାଦ ଆହୁରି ମଧ୍ୟ ଶ୍ରମଣ "ଆତ୍ମ-ନିର୍ଭରଶୀଲ" ଧର୍ମ ବା ନିଗଣ୍ଠ (ଗଣ୍ଠି ବା ବନ୍ଧନ ନଥିବା)ର ଧର୍ମକୁ ବୁଝାଇଥାଏ ।

ଓଡ଼ିଶାରେ ଜୈନବାଦ[ସମ୍ପାଦନା]

[୧]

ଓଡ଼ିଶାରେ ଜୈନ ମନ୍ଦିର[ସମ୍ପାଦନା]

[୨]

ଆଧାର[ସମ୍ପାଦନା]

  1. Mohanty, Indrajeet Jain Heritage of Orissa. Orissa Review. September-October - 2008. pp. 78-80
  2. Jain Temples in Orissa Archived 2011-07-26 at the Wayback Machine.. Dhauli.net