ଜାମ୍ବବତୀ

ଉଇକିପିଡ଼ିଆ‌ରୁ
ଜାମ୍ବବତୀ ଓ କୃଷ୍ଣଙ୍କ ବିବାହ

ଜାମ୍ବବତୀ ଶ୍ରୀକୃଷ୍ଣଙ୍କ ଅଷ୍ଟ ପଟ୍ଟମହିଷୀଙ୍କ ମଧ୍ୟରୁ ଅନ୍ୟତମ । ସ୍ୟମନ୍ତକ ମଣି ପାଇଁ ଏହାଙ୍କ ପିତା ଜାମ୍ବବାନଙ୍କ ସଙ୍ଗେ ଯୁଦ୍ଧ କରି ତାହାଙ୍କୁ ପରାସ୍ତ କରିବାରୁ ଜାମ୍ବବାନ ସ୍ୟମନ୍ତକ ମଣି ସହିତ ଆପଣା କନ୍ୟା ଜାମ୍ବବତୀଙ୍କୁ ଶ୍ରୀକୃଷ୍ଣଙ୍କ ହସ୍ତରେ ଅର୍ପଣ କରିଥିଲେ ।[୧] ଜାମ୍ବବତୀଙ୍କ ଗର୍ଭରୁ ଶାମ୍ବ ଜନ୍ମିଥିଲେ ।

ଆଧାର[ସମ୍ପାଦନା]

  1. "Chapter 56: The Syamantaka Jewel". Bhaktivedanta VedaBase: Śrīmad Bhāgavatam. Archived from the original on 28 September 2011. Retrieved 27 February 2013.