ଜଲାଲ ଆଦେନୀ

ଉଇକିପିଡ଼ିଆ‌ରୁ
ଜଲାଲ ଆଦେନୀ
ଜନ୍ମ(1936-06-23)୨୩ ଜୁନ ୧୯୩୬
ଭଞ୍ଜନଗର, ଗଞ୍ଜାମ
ମୃତ୍ୟୁ୨୯ ମାର୍ଚ୍ଚ ୨୦୨୧(2021-03-29) (ବୟସ ୮୪)
କଟକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଖଲିକୋଟ ମହାବିଦ୍ୟାଳୟ
ଯାଦବପୁର ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଯନ୍ତ୍ରୀ, ସଂଗୀତ ନିର୍ଦ୍ଦେଶକ
ସନ୍ତାନପରବେଜ (ପୁଅ)
ଗୁଲାଲ, ଜୈବିନ (ଝିଅ)

ଜଲାଲ ଆଦେନୀ (୨୩ ଜୁନ ୧୯୩୬ - ୨୯ ମାର୍ଚ୍ଚ ୨୦୨୧) ଜଣେ ଭାରତୀୟ ଯନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ସେ ୧୯୩୬ ମସିହା ଜୁନ ୨୩ତାରିଖ ଦିନ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଭଞ୍ଜନଗରଠାରେ ଜନ୍ମଗ୍ରହଣ କରିଥିଲେ ।[୧] ୨୦୨୧ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା ।[୨]

କଥାଚିତ୍ରରେ ଭୂମିକା[ସମ୍ପାଦନା]

  • ଅନୁତାପ (୧୯୭୭): ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ଗାୟକ[୩]
  • ହୀରା ମୋତି ମାଣିକ (୧୯୮୦): ପ୍ରଯୋଜକ, ନିର୍ଦ୍ଦେଶକ
  • ସବୁ ସ୍ୱପ୍ନ : ନିର୍ଦ୍ଦେଶକ[୪]
  • ପୂଜାରିଣୀ (ଓଡ଼ିଆ, ୧୯୮୧): ନିର୍ଦ୍ଦେଶକ
  • ଜମାନା କ୍ୟା କହେଗା (ହିନ୍ଦୀ, ୧୯୮୨): ନିର୍ଦ୍ଦେଶକ
  • ହମନେ ପ୍ୟାର କିୟା (ହିନ୍ଦୀ, ୧୯୯୨): ନିର୍ଦ୍ଦେଶକ
  • ପ୍ରେମ ଉପହାର (ହିନ୍ଦୀ, ୧୯୯୪): ନିର୍ଦ୍ଦେଶକ

ଆଧାର[ସମ୍ପାଦନା]

  1. "ସଙ୍ଗୀତ ନିର୍ଦ୍ଦେଶକ ଇଂ. ଜଲାଲ୍‌ ଆଦେନୀଙ୍କ ସହିତ ସାକ୍ଷାତ୍‌କାର | oDiA Music News". odiamusic.com. 2013. Archived from the original on 15 May 2013. Retrieved 17 March 2013. ୧୯୩୬ ମସିହା ଜୁନ୍‌ ୨୩ ତାରିଖରେ ଭଞ୍ଜନଗର ଗଞ୍ଜାମ ଜିଲ୍ଲାରେ ଜନ୍ମିତ
  2. "Composer Of Popular Odia Song 'Nida Bhara Rati' No More". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 29 March 2021. Retrieved 29 March 2021.
  3. Ashish Rajadhyaksha; Paul Willemen (1994). Encyclopaedia of Indian Cinema. British Film Institute. ISBN 978-0-85170-455-5.
  4. "ଚଳଚ୍ଚିତ୍ର ନିର୍ଦ୍ଦେଶକ, ଇଞ୍ଜିନିୟର ଜଲାଲ ଆଦେନୀଙ୍କ ପରଲୋକ". No. ସମ୍ବାଦ ୩୦/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 March 2021. Retrieved 30 March 2021.

ଅଧିକ ତଥ୍ୟ[ସମ୍ପାଦନା]