ଜନନୀ (୧୯୮୪ର କଥାଚିତ୍ର)

ଉଇକିପିଡ଼ିଆ ରୁ
ଜନନୀ
ନିର୍ଦ୍ଦେଶକ ମହମ୍ମଦ ମହସୀନ
କଳାକାର ଅନୀତା ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତ ପ୍ରଫୁଲ୍ଲ କର
ଚିତ୍ରଗ୍ରହଣ ରାଜୁ ମିଶ୍ର
ମୁକ୍ତିଲାଭ ତାରିଖ ୧୯୮୪
ଦେଶ  ଭାରତ
ଭାଷା ଓଡ଼ିଆ
ଖର୍ଚ Indian Rupee ₹୨୫ ଲକ୍ଷ ୬୫ହଜାର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଜନନୀ ୧୯୮୪ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଜନନୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]