ଜଗତସିଂହପୁର ଜିଲା

ଉଇକିପିଡ଼ିଆ ରୁ
ଜଗତସିଂହପୁର
—  ଜିଲ୍ଲା  —
ଜଗତସିଂହପୁର is located in ଓଡ଼ିଶା
ଜଗତସିଂହପୁର
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°16′N 86°10′E / 20.267°N 86.167°E / 20.267; 86.167ଦିଗବାରେଣି: 20°16′N 86°10′E / 20.267°N 86.167°E / 20.267; 86.167
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା ଜଗତସିଂହପୁର
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୪ଟି ଆସନ
୧. ପାରାଦୀପ(୧୦୧)
୨. ତିର୍ତ୍ତୋଲ (୧୦୨)
୩. ବାଲିକୁଦା-ଏରସମା (୧୦୩)
୪. ଜଗତସିଂହପୁର (୧୦୪)
କ୍ଷେତ୍ରଫଳ
 - ଜିଲ୍ଲା ୧,୭୫୯ କି.ମି. (୬୭୯.୨ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୯୬୭ / (ପୁରୁଷ/ନାରୀ)
  • ଅନୁପାତ ୯୨୯ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୮୭.୧୩%
   • ପୁରୁଷ ୯୩.୨୦%
   • ନାରୀ ୮୦.୮୮%
 - ଘନତା ୬୮୧/କି.ମି. (୧,୭୬୩.୮/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୫୪ xxx
ତାର (ଏସ୍.ଟି.ଡ଼ି) ୦୬
ଗାଡ଼ି କୋଡ଼ OR-21
ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଜେନା
ବେବସାଇଟ ମୁଖ୍ୟ ୱେବସାଇଟ

ଜଗତସିଂହପୁର ଭାରତଓଡ଼ିଶା ରାଜ୍ୟର ଏକ ଜିଲ୍ଲା । ଜଗତସିଂହପୁର ଏକ ଜିଲ୍ଳା ଭାବରେ ୧ ଏପ୍ରିଲ ୧୯୯୩ ରେ ଗଠିତ ହୋଇଥିଲା । ଏହି ଜିଲ୍ଳାରେ ପାରାଦ୍ଵିପ ବନ୍ଦର ଏବଂ ଅନେକ ସାର କାରଖାନା ଅଛି ।

ଏଠାରେ ପ୍ରସିଦ୍ଧ ସାରଳା ପୀଠ ରହିଅଛି । ସାହିତ୍ୟର କେତେଜଣ ମହନୀୟ ସ୍ରଷ୍ଟା ସାରଳା ଦାସ, ଜାତୀୟ କବି ବୀରକିଶୋର, ଗୋପାଳ ଛୋଟରାୟ, ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ ଏଠାରେ ଜନ୍ମ ନେଇଥିଲେ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଇତିହାସ

ପ୍ରଥମରୁ ଜଗତସିଂହପୁର ଜିଲ୍ଲା କଟକ ଜିଲ୍ଲାର ଏକ ଅଂଶ ଥିଲା, ତେବେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୧ ଏପ୍ରିଲ, ୧୯୯୩ରେ ଏହାକୁ ଏକ ନୂଆ ଜିଲ୍ଲା ଭାବରେ ଆଉଥରେ ଗଠନ କରାଗଲା । [୧]

[ଏହାକୁ ବଦଳାନ୍ତୁ] ଭୂଗୋଳ

ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲାର ଆୟତନ ୧,୭୫୯ବର୍ଗ କିମି୤

[ଏହାକୁ ବଦଳାନ୍ତୁ] ଅବସ୍ଥିତି

[ଏହାକୁ ବଦଳାନ୍ତୁ] ମୁଖ୍ୟ ନଦୀ

[ଏହାକୁ ବଦଳାନ୍ତୁ] ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ଜଗତସିଂହପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୧,୩୬,୬୦୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୨୦,୭୧୦ ଓ ସହରାଞ୍ଚଳରେ ୧,୧୫,୮୯୪ ଲୋକ ବାସ କରନ୍ତି [୩]

  • ପୁରୁଷ: ୫,୭୭,୬୯୯
  • ମହିଳା: ୫,୫୮,୯୦୫
    • ଛ ବର୍ଷରୁ କମ: ୧,୦୩,୫୧୭
  • ସାକ୍ଷରତା ହାର: ୮୭.୧୩%
    • ପୁରୁଷ: ୯୩.୨୦%
    • ମହିଳା: ୮୦.୮୮%

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା