ଜଗଜୀତ ସିଂହ
ଉଇକିପିଡ଼ିଆ ରୁ
| ଜଗଜୀତ ସିଂହ | |
|---|---|
ଭୁବନେଶ୍ଵର ଜୟଦେବ ଭବନରେ ଜଗଜୀତ ସିଂହ ଗଜଲ ପରିବେଷଣ କରୁଛନ୍ତି ,୭ ସେପ୍ଟେମ୍ବର,୨୦୧୧ |
|
| ବିବରଣୀ | |
| ଜନ୍ମ ନାଆଁ | ଜଗମୋହନ ସିଂହ |
| ଜନ୍ମ | ୮ ଫେବ୍ରୁଆରି ୧୯୪୧ ଶ୍ରୀ ଗଙ୍ଗନଗର, ବିକାନୀର ପ୍ରଦେଶ, ଭାରତ |
| ତିରୋଧାନ | ୧୦ ଅକ୍ଟୋବର, ୨୦୧୧ (୭୦ ବର୍ଷ) ମୁମ୍ବାଇ, ଭାରତ |
| ବିଭାଗ | ଗଜଲ, ଭକ୍ତି ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ |
| ଜୀବିକା | ଗାୟକ, ନିର୍ଦ୍ଦେଶକ |
| ବାଦନ ଜନ୍ତ୍ର | ହାରମୋନିୟମ, ପିଆନୋ |
| ଜୀବନ କାଳ | ୧୯୬୫-୨୦୧୧ |
ଜଗଜୀତ ସିଂହ (ଉର୍ଦ୍ଦୁ: جگجیت سنگھ, ପଞ୍ଜାବି: ਜਗਜੀਤ ਸਿੰਘ, ହିନ୍ଦୀ: जगजीत सिंह); ଜନ୍ମ ନାମ ଜଗମୋହନ ସିଂହ; (୮ ଫେବୃଆରୀ, ୧୯୪୧– ୧୦ ଅକ୍ଟୋବର , ୨୦୧୧) ଥିଲେ ଜଣେ ବିଶିଷ୍ଟ ଭାରତୀୟ ଗଜଲ ଗାୟକ , ସୁରସ୍ରସ୍ଟା, ସଙ୍ଗୀତ ପରିଚାଳକ ଓ ସମାଜସେବୀ । ସେ ଗଜଲ ସମ୍ରାଟ ନାମରେ ପରିଚିତ। ତାଙ୍କର ପତ୍ନୀ ଚିତ୍ରା ସିଂ ହ , ଜଣେ ବିଶିଷ୍ଟ ଗଜଲ ଗାୟିକା। ୨୦୦୩ ମସିହାରେ ସଙ୍ଗୀତରେ ତାଙ୍କର ଅବଦାନ ପାଇଂ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ -ଭୂଷଣ ପ୍ରଦାନ କରାଯାଇଥିଲା।
ଆଧାର [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |