ଚଢ଼େଇଆ ସଙ୍ଗୀତ

ଉଇକିପିଡ଼ିଆ‌ରୁ
ଚଢ଼େଇଆ ସଙ୍ଗୀତ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିବାଲେଶ୍ୱର, ଓଡ଼ିଶା
 ଭାରତ
କଳାକାରଚଢ଼େଇଆ, ଚଢ଼େଇଆଣି

ଚଢ଼େଇଆ ସଙ୍ଗୀତ ଏକ ପାରମ୍ପାରିକ ଓଡ଼ିଆ ବାଲେଶ୍ୱରୀ ଲୋକସଙ୍ଗୀତ । ଯାହା ଚଢ଼େଇଆ ନାଟ ବେଳରେ ବୋଲାଯାଇଥାଏ ।

ଗୀତର ପଦ[ସମ୍ପାଦନା]

ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।

ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ

ଭଙ୍ଗା ସଂଗିନୀ ମୋ ଗଳାର ହାର ରସିକା ରମଣୀ ରସ ବିଳାସିନୀ

ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥

— ଚଢ଼େଇଆ ସଙ୍ଗୀତ, ବାଲେଶ୍ୱର ଜିଲା

ଚଢ଼େଇଆ ଚଢ଼େଇଆଣିକୁ-

ଶୁଣ ହେ ନାଗର      କୁହ ମୋ ଆଗର

ପୃଥିବୀ କାହୁଁ ହୋଇଲା
କିଏ ଜାତ କଲା      କାହୁ ସେ ଅଇଲା
ଏକଥା କହିବ ଭଲା ॥

ଚଢ଼େଇଆର ଉତ୍ତର-

ସେ ସତ୍ୟ ଯୁଗେଣ        ନିଜେ ନାରାୟଣ

ବଟ ପତ୍ରରେ ଭାସିଲେ ଗୋ

ମେଦାସୁରକୁ ସେ        ବଧ ଯେ କରିଣ

ମେଦିନୀ ତିଆରି କଲେଗୋ

ସେ ସତ୍ୟ ଯୁଗର        ସତ ନାହିଁ ଦରକାର ଗୋ....

--ଚଢ଼େଇଆ ସଙ୍ଗୀତ