ଗ୍ଲୋରିଆ ମହାନ୍ତି

ଉଇକିପିଡ଼ିଆ‌ରୁ
(ଗ୍ଳୋରିଆ ମହାନ୍ତିରୁ ଲେଉଟି ଆସିଛି)
ଗ୍ଲୋରିଆ ମହାନ୍ତି
Born
ଗ୍ଲୋରିଆ ରାଉତ

(1932-06-27)୨୭ ଜୁନ ୧୯୩୨
ମଠ ସାହି, ତୁଳସୀପୁର, କଟକ
Died୧୧ ଡିସେମ୍ବର ୨୦୧୪(2014-12-11) (ବୟସ ୮୨)
କଟକ
Occupationଅଭିନେତ୍ରୀ
Years active୧୯୫୦-୨୦୧୪
Spouseକମଳା ପ୍ରସାଦ ମହାନ୍ତି
Childrenସୁସ୍ମିତା, ପୁଷ୍ପିତା, ସୂର୍ଯ୍ୟ, ଦେବବ୍ରତ
Parent(s)ରବିନ ରାଉତ
ଅନିଲା ରାଉତ

ଗ୍ଲୋରିଆ ମହାନ୍ତି (୨୭ ଜୁନ ୧୯୩୨ - ୧୧ ଡିସେମ୍ବର, ୨୦୧୪ ) ଜଣେ ଓଡ଼ିଆ ଅଭିନେତ୍ରୀ, ପ୍ରଶିକ୍ଷିତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଓ ଜାତୀୟ ସ୍ତରର ଭଲିବଲ ଖେଳାଳୀ ଥିଲେ । ଗ୍ଳୋରିଆ ୧୯୫୬ରୁ ୧୯୬୦ ମସିହା ପର୍ଯ୍ୟନ୍ତ, ନ୍ୟାସନାଲ ଭଲିବଲ ଚାମ୍ପିଅନସିପରେ, ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । [୧]

ଗ୍ଲୋରିଆ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିକଟରୁ ଓଡ଼ିଶୀ ଶିକ୍ଷାଲାଭ କରିଥିଲେ ।[୨] ସେ ୧୯୪୪ ମସିହାରେ ସେ ପ୍ରଥମେ 'ଭାତ' ନାଟକ ଜରିଆରେ ରଙ୍ଗମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । [୩]

କଥାଚିତ୍ର ଜୀବନ[ସମ୍ପାଦନା]

୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଗ୍ଲୋରିଆ,[୪] ୨୨ଟି ଓଡ଼ିଆ କଥାଚିତ୍ର ଓ କେତେକ ଦୂରଦର୍ଶନ ଧାରାବାହିକର (ଯିବାକୁ ଦେବି ନାହିଁ, ଠାକୁର ଘର, ସାରା ଆକାଶ ଓ ପଣନ କାନି) ଅଭିନୟ କରିଥିଲେ ।[୫]

ଅଭିନୀତ କଥାଚିତ୍ର[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Veteran actress Gloria Mohanty passes away". Pragativadi. Retrieved 31 December 2015.
  2. "chalachitra » Gloria Mohanty". chalachitra.in. Retrieved 1 January 2013. she learnt Odissi under Guru Kelucharan Mohapatra,
  3. Chakra, Shyamahari (2013). "The Hindu : FEATURES / FRIDAY REVIEW : Glorious innings". thehindu.com. Retrieved 19 January 2013. It was Kabichandra Kali Charan Patnaik, a father figure to Odisha's performing arts scenario of that era, who introduced Gloria in theatre in 1944 through the play Bhata .
  4. "Gloria Mohanty Oriya Actress Biography". incredibleorissa.com. Retrieved 1 January 2013. Gloria Mohanty started her filmy career with the path-breaking third odia film "Sri Jagannath" in 1949.
  5. "Veteran Odisha actress Gloria Mohanty is dead". OdishaSunTimes.com. Retrieved 31 December 2015.
  6. "Annual Awards of Cultural Organisation 'Ghungur' Presented". odisha.360.batoi.com. 2012. Retrieved 1 January 2013. Gloria Mohanty was honoured with the Life Time Achievement Award
  7. expressbuzz.com: Gloria, Kumkum receive Guru Kelucharan award[permanent dead link]
  8. "orissadiary.com: Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". Archived from the original on 2011-10-26. Retrieved 2012-02-08.
  9. cinemasagar.com: Orissa State Film Award Winners

ଅଧିକ ତଥ୍ୟ[ସମ୍ପାଦନା]