ଗ୍ରାମାଞ୍ଚଳ
ଉଇକିପିଡ଼ିଆ ରୁ
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |
ଗ୍ରାମାଞ୍ଚଳ (ବିଶେଷ୍ୟ) ଏକ ଗାଁ ବା ମଫସଲ ଅଞ୍ଚଳ । ଓଡ଼ିଶାର ଗ୍ରାମାଞ୍ଚଳରେ କାର୍ଯ୍ୟକରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା/କାର୍ଯ୍ୟ ଗୁଡ଼ିକ ହେଲା:
- ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା
- ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା
- ଗୋପବନ୍ଧୁ ଗ୍ରାମୀଣ ରୋଜଗାର ଯୋଜନା
- ମଧୁବାବୁ ପେନସନ ଯୋଜନା
- ଇନ୍ଦିରା ଆବାସ ଯୋଜନା
- ଭାରତ ନିର୍ମାଣ ରାଜୀବଗାନ୍ଧୀ ସେବା କେନ୍ଦ୍ର
| ଗ୍ରାମାଞ୍ଚଳ ଶବ୍ଦଟି ଖୋଲା ଅଭିଧାନ, ଉଇକି ଅଭିଧାନରେ ଖୋଜନ୍ତୁ । |