ଗୁସ୍ତାଭ କ୍ଲିମତ

ଉଇକିପିଡ଼ିଆ ରୁ
ଗୁସ୍ତାଭ କ୍ଲିମତ୍‌
୧୯୧୪ର ଫଟୋ
ଜନ୍ମ ନାଆଁ ଗୁସ୍ତାଭ କ୍ଲିମତ୍‌
ଜନ୍ମ ଜୁଲାଇ ୧୪, ୧୮୬୨
ଭିଏନ୍ନା, ଅଷ୍ଟ୍ରିଆ
ମୃତ୍ୟୁ ୬ ଫେବୃଆରୀ, ୧୯୧୮ (୫୫ ବର୍ଷ)
ଭିଏନ୍ନା
ଜାତୀୟତା ଅଷ୍ଟ୍ରୀୟ
ବିଭାଗ ଚିତ୍ରାଙ୍କନ
ଆନ୍ଦୋଳନ ପ୍ରତୀକବାଦ
କାହାକୁ ପ୍ରଭାବିତ କରିଥିଲେ ଇଗନ୍‌ ସ୍କିଏଲ୍‌

ଗୁସ୍ତାଭ କ୍ଲିମତ୍‌ (ଜୁଲାଇ ୧୪, ୧୮୬୨– ଫେବୃୟାରୀ ୬, ୧୯୧୮) ଜଣେ ଅଷ୍ଟ୍ରୀୟ ପ୍ରତୀକବାଦ ଚିତ୍ରଶିଳ୍ପୀ ଓ ଭିଏନ୍ନା ଅପସାରଣ ଆନ୍ଦୋଳନର ଜଣେ ଉଲ୍ଲେଖନୀୟ ସଦସ୍ୟ ଥିଲେ । ସେ ସାଧାରଣତଃ ମହିଳାଙ୍କ ଶରୀର ଆଧାରରେ ଚିତ୍ର ଆଙ୍କୁଥିଲେ ।


ଗ୍ୟାଲେରୀ[ସମ୍ପାଦନା]



ବାହାର ଲିଙ୍କ୍[ସମ୍ପାଦନା]