ଗୁଲମୀ

ଉଇକିପିଡ଼ିଆ‌ରୁ

ଅବସ୍ଥିତି[ସମ୍ପାଦନା]

କୋରାପୁଟଠାରୁ ଏହାର ଦୂରତା ୧୦୦ କିଲୋ ମିଟର ଓ କୋଟପାଡ଼ଠାରୁ ୩୦ କିଲୋମିଟର। ଏହା କୋଟପାଡ଼ ବ୍ଲକର ଛର୍ତଲା ପଞ୍ଚାୟତ ନିକଟରେ ଅବସ୍ଥିତ।

ବିଶେଷତା[ସମ୍ପାଦନା]

ଏକ କ୍ଷୁଦ୍ର ଜଳ ପ୍ରପାତ।

ଆକର୍ଷଣ[ସମ୍ପାଦନା]

ପ୍ରାକୃତିକ ଶୋଭାରେ ଭରପୁର, ବଣଭୋଜି ପାଇଁ ଏକ ଉପଯୁକ୍ତ ସ୍ଥାନ। ଏହା ବିପଦ ସଙ୍କୁଳ ହୋଇଥିବାରୁ ମାର୍ଗଦର୍ଶକଙ୍କ ସାହାଯ୍ୟ ନେବା ଜରୁରୀ।

ଯୋଗାଯୋଗ[ସମ୍ପାଦନା]

ଯିବା ଆସିବା କରିବାପାଇଁ କୋରାପୁଟଠାରୁ ଯାନବାହନର ସୁବିଧା ରହିଛି।

ଆଧାର[ସମ୍ପାଦନା]

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦