ଗିରିଧାରିଲାଲ କେଡ଼ିଆ
ଉଇକିପିଡ଼ିଆ ରୁ
| ଜନ୍ମ ଓ ଜନ୍ମସ୍ଥାନ | ୨୫ ଅଗଷ୍ଟ ୧୯୩୬ କଟକ |
|---|---|
| ତିରୋଧାନ | ୧୯ ଡିସେମ୍ବର, ୨୦୦୯ (୭୩ ବର୍ଷ) କଟକ |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
| ଜୀବିକା | ବେପାର |
| ସଙ୍ଗଠନ | ସାଗରମାଲ ଗିରିଧାରିଲାଲ |
| ଜଣାଶୁଣା କାମସବୁ | ଲାଇଅନସ ଆଖି ହସପିଟଲ, ଆଇଆଇଟିଏମ, ଉତ୍କଳ ଫଉଣ୍ଡେସନ |
| ଘର | ନାବାଲଡ଼, ରାଜସ୍ଥାନ |
| ଧର୍ମ | ହିନ୍ଦୁ ଧର୍ମ |
ଗିରିଧାରିଲାଲ କେଡ଼ିଆ ୨୫ ଅଗଷ୍ଟ ୧୯୩୬ରେ କଟକଠାରେ ଜନ୍ମ ନେଇଥିଲେ । ମାତ୍ର ଆଠ ବରଷ ବୟସରେ ସେ ବାପଛେଉଣ୍ଡ ହୋଇଯାଇଥିଲେ । ପରିବାରର ବେଉସାକୁ ଆଗକୁ ନେବାପାଇଁ କଲେଜ ପଢା ତାଙ୍କର ଅଧାରୁ ବନ୍ଦ ହୋଇଯାଇଥିଲା ।
ଗିରିଧାରିଲାଲଙ୍କୁ କରତା ଓ ଧରତା ଭାବରେ ସେଇ କଅଁଳ ବୟସରୁ ଜୀବନର ଚାଟଶାଳିରେ ସାମାଜିକ ଆଉ ଚଳଣିକୁ ଆଗକୁ ବଢାଇବାପାଇଁ ନିଜକୁ ହିଁ ପଢାଇବାକୁ ପଡ଼ିଥିଲା । ନିଜ ମାମୁଁ ଆଉ ଜେଜେ ବାପାଙ୍କଠୁ ସେ ଆଗକୁ ବଢିବାର ରାହା ପାଇଥିଲେ ।
ଆଧାର [ସମ୍ପାଦନା]
ବାହର ତଥ୍ୟ [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |