ଗାଇରୋସ୍କୋପ

ଉଇକିପିଡ଼ିଆ ରୁ
ଏକ ଗଇରୋସ୍କୋପ

ଗାଇରୋସ୍କୋପ (ଇଂରାଜୀ: Gyroscope) ହେଉଛି ଏକ ଯନ୍ତ୍ର ଯାହାକି ଅପେକ୍ଷାକୃତ ଓଜନିଆ ଘୂର୍ଣ୍ଣନ ଚକ୍ରି (spinning rotor) ଦ୍ଵାରା ତିଆରି ହୋଇଥାଏ । ଏହା ଚକ୍ରି(rotor)ର କୌଣସି ପ୍ରକାରର ଅକ୍ଷ ପରିବର୍ତ୍ତନକୁ ପ୍ରତିରୋଧ କରେ । ଏହାର ଏକ ଉଦାହରଣ ହେଉଛି ଘୂରୁଥିବା ନଟୁ । ଆଧୁନିକ ସମାଜ ରେ ଏହାର ବହୁତ ବ୍ୟବହାର ପରିଲକ୍ଷିତ ହେଉଛି । ଦ୍ଵିତୀୟ ବିଶ୍ଵାଯୁଦ୍ଧ ପରଠାରୁ ଏହାର ବ୍ୟବହର ବିଶେଷ କରି ଉଡାଜାହାଜ, ଜାହାଜ ,ବମ୍‌ସାଇଟ୍ (Bombsight), କ୍ଷେପଣାସ୍ତ୍ର ଇତ୍ୟାଦି କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଉଛି ।

ବିଷୟସୂଚୀ

ବ୍ୟାଖ୍ୟା [ସମ୍ପାଦନା]

Diagram of a gyro wheel. Reaction arrows about the output axis (blue) correspond to forces applied about the input axis (green), and vice versa.


Animation of a gyro wheel in action

ଇତିହାସ [ସମ୍ପାଦନା]

ଧର୍ମ [ସମ୍ପାଦନା]

ବିବିଧତା [ସମ୍ପାଦନା]

ଆଧୁନିକ ବ୍ୟବହାର [ସମ୍ପାଦନା]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]